ଉତ୍ତରାଖଣ୍ଡରେ ଭୂସ୍ଖଳନ, ୩ ତୀର୍ଥଯାତ୍ରୀ ମୃତ

ଡେରାଡୁନ: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ଭୁସ୍ଖଳନ ଘଟିଛି। ଫଳରେ ଗୌରୀକୁଣ୍ଡ ନିକଟରେ ଚାରଧାମ ଯାତ୍ରାରେ ବାହାରିଥିବା ୩ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୫ ଜଣ ଏଥିରେ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲକୁ ନିଆଯାଇଛି। ଆହତଙ୍କ ମଧ୍ୟରୁ ୨ ଜଣ ମହାରାଷ୍ଟ୍ରର ଅଛନ୍ତି। ସୂଚନା ଅନୁସାରେ, ରବିବାର ସକାଳ ସାଢ଼େ ୭ଟାରେ ଏହି ଘଟଣା ଘଟିଛି। ଚାରଧାମ ଯାତ୍ରାରେ ଅନେକ ଯାତ୍ରୀ ବାହାରିଥିବାବେଳେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଲାଗିରହିଛି। … Continue reading ଉତ୍ତରାଖଣ୍ଡରେ ଭୂସ୍ଖଳନ, ୩ ତୀର୍ଥଯାତ୍ରୀ ମୃତ