ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ଭାଗ ଚଳିତ ମାସ ୧୪ରୁ ଆରମ୍ଭ ହେବ। ଏହି ଆଧ୍ବେସନ କାଳରେ ଉଭୟ ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟଧାରା ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ ବୋଲି ଜଣାପଡିଛି। କୋଭିଡ ସଂକ୍ରମଣ ହ୍ରାସ ପାଉଥିବାରୁ ପୂର୍ବଭଳି ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟ କରାଯିବ ନାହିଁ। ଉଭୟ ଲୋକସଭା ଓ ରାଜ୍ୟସଭା ଏହି ଅଧିବେଶନ କାଳରେ ନିଜର ଚ୍ୟାମ୍ବର ଓ ଗ୍ୟାଲେରି ବ୍ୟବହାର କରିବେ।
Popular Categories



