www.samajalive.in
Sunday, December 7, 2025
26.1 C
Bhubaneswar

ଦିନ ୧ଟା ମୁଖ୍ୟ ଖବର

ଭୁବନେଶ୍ୱର : ଏଏସ୍ଓ ପରୀକ୍ଷାରେ ଅନିୟମିତତା ଅଭିଯୋଗ ପରେ ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି କରିଛନ୍ତି ସାମ୍ବାଦିକ ସମ୍ମିଳନୀ  .. ଆଜି ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ  ରଖିଛନ୍ତି ସ୍ପଷ୍ଟୀ କରଣ.. ଅତ୍ୟନ୍ତ ସ୍ୱଚ୍ଛତାର ସହ କରାଯାଇଛି ଏଏସଓ ପରୀକ୍ଷା..

ପୁରୀ : ଗୁଣ୍ଡିଚା ମନ୍ଦିରରେ ସ୍ଥିତି ଅନୁଧ୍ୟାନ କଲେ ଗଜପତି ମହାରାଜ ଦିବ୍ୟସିଂହ ଦେଓ.. ମରାମତି କାମର ସ୍ଥିତି ଅନୁଧ୍ୟାନ ପରେ ଗଜପତିଙ୍କ ପ୍ରତିକ୍ରିୟା.. ଫେବ୍ରୁଆରୀ କିମ୍ବା ମାର୍ଚ୍ଚ ଭିତରେ ସରିବ ମରାମତି କାମ..

- Advertisement -

ଉପନିର୍ବାଚନ ପାଇଁ ପଦ୍ମପୁରରେ ଲାଗୁଛି ନେତାଙ୍କ ଭିଡ… ପ୍ରଚାରରେ କମ୍ପୁଛି ସାରା ନିର୍ବାଚନମଣ୍ଡଳି… ମୈଦାନରେ ପ୍ରାର୍ଥୀଙ୍କ କଡ଼ା କସରତ… ବିଜେଡି ବିଜେପି ମଧ୍ୟରେ ଚାଲିଛି ​ ଟକ୍କର… ପଛରେ ପଡ଼ିନି କଂଗ୍ରେସ… ଭୋଟଙ୍କୁ ମନାଇବାକୁ ସବୁ ରାଜନୈତିକ ଦଳର ଜୋରଦାର ପ୍ରୟାସ…

ଯାଜପୁର କୋରେଇରେ ମାଲଗାଡ଼ି ମାଡ଼ିଯିବା ଘଟଣା… ସ୍ୱାଭାବିକ ହେଲା ରେଳ ଚଳାଚଳ… ୧୫ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ଟ୍ରାକରେ ଗଡ଼ିଲା ଟ୍ରେନ୍‌… ଅପ୍‌ ଏବଂ ଡାଉନ୍‌ ଉଭୟ ଲାଇନରେ ଚଳାଚଳ କରୁଛି ରେଳ… ଗତକାଲି ଯାତ୍ରୀ ବିଶ୍ରାମଗାରାକୁ ଟ୍ରେନ୍‌ ମାଡ଼ିଯିବା ଯୋଗୁଁ ହୋଇଥିଲା ୩ଜଣଙ୍କ ମୃତ୍ୟୁ… ଭାଙ୍ଗିଥିଲା ଷ୍ଟେସନ…

ବ୍ଲାକମେଲ କୁଇନ୍‌ ଅର୍ଚ୍ଚନା ନାଗ ମାମଲା… ଘାଣ୍ଟୁଛି ପ୍ରବର୍ତ୍ତନ ନିର୍ଦେଶାଳୟ… ଅର୍ଚ୍ଚନାଙ୍କ ବ୍ୟବସାୟ ପାର୍ଟନର ଖଗେଶ୍ୱରଙ୍କୁ ପୁଣି ୩ ଦିନିଆ ରିମାଣ୍ଡରେ ନେଲା ଇଡି… ଘଟଣାକୁ ନେଇ କରିବ ଆହୁରି ଖୋଳତାଡ଼… ସେପଟେ ନାଗଙ୍କ ସହ ଅର୍ଥ କାରବାର କରିବାକୁ ନେଇ ୧୫ଜଣଙ୍କୁ ଇଡି ସମନ କରିଥିବା ସୂଚନା…

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories