ଓଡ଼ିଶାରେ ଲୋକସଭା ନିର୍ବାଚନ – ଜାଣନ୍ତୁ କେଉଁଠି କେଉଁଦିନ

ଡେସ୍କ: ନିର୍ବାଚନ କମିଶନ ଆଜି ଲୋକସଭା ଓ ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା କରିଛନ୍ତି। ସେହି ଘୋଷଣା ଅନୁଯାୟୀ, ଓଡ଼ିଶାରେ ଲୋକସଭା ଲାଗି ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ୨୧ଟି ସଂସଦୀୟ ଆସନ ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହେବ। ମେ’ ୧୩ରେ ୪ଟି, ମେ’ ୨୦ରେ ୫ଟି, ମେ’ ୨୫ରେ ୬ଟି ଓ ଜୁନ୍‌ ୧ରେ ୬ଟି ଆସନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଜୁନ ୪ରେ … Continue reading ଓଡ଼ିଶାରେ ଲୋକସଭା ନିର୍ବାଚନ – ଜାଣନ୍ତୁ କେଉଁଠି କେଉଁଦିନ