୨୦ ଘଣ୍ଟା ପରେ ବୋରୱେଲରୁ ଉଦ୍ଧାର ହେଲା ଶିଶୁ

ଡେସ୍କ: ୨୦ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ୨୦ ଫୁଟ ଗଭୀର ବୋରୱେଲରୁ ଉଦ୍ଧାର ହେଲା ୨ ବର୍ଷର ଶିଶୁ। କର୍ଣ୍ଣାଟକ ବିଜୟପୁରାର ଲାଚୟାଲ ଗାଁରେ ବୁଧବାର ଅପରାହ୍ନରେ ଶିଶୁଟି ଖେଳୁଥିବା ବେଳେ ଏକ ଖୋଲା ବୋରଓ୍ବେଲ ଭିତରେ ଖସି ପଡିଥିଲା। ସେହି ବାଟ ଦେଇ ଯାଉଥିବା ଜଣେ ଲୋକ ଶିଶୁଟିର କାନ୍ଦ ଶୁଣି ବୋରୱେଲ ଭିତରେ ଖସିପଡିଥିବା ଜଣାପଡିଥିଲା। ୨୦ ଘଣ୍ଟା ପରେ ବୋରୱେଲରୁ ଉଦ୍ଧାର ହେଲା ଶିଶୁ pic.twitter.com/GUWEwUNjZl — Samaja Live (@samajalive) … Continue reading ୨୦ ଘଣ୍ଟା ପରେ ବୋରୱେଲରୁ ଉଦ୍ଧାର ହେଲା ଶିଶୁ