ଦୁଇ ହଜାର ଟଙ୍କିଆ ନୋଟ ଏବେବି ବୈଧ, ଜଲଦି ବଦଳାଇ ଦିଅନ୍ତୁ
ଡେସ୍କ: ରିଜର୍ଭ ବ୍ୟାଙ୍କ ସୂଚନା ଅନୁଯାୟୀ, ୨୦୨୪ ଏପ୍ରିଲ ୩୦ ସୁଦ୍ଧା ୭ ହଜାର ୯୬୧ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନରେ ଥିଲା। ବ୍ୟାଙ୍କ କହିଛି ଯେ ମେ’ ୨୦୨୩ ସୁଦ୍ଧା ୩ ଲକ୍ଷ ୫୬ ହଜାର କୋଟି ଟଙ୍କାର ଦୁଇ ହଜାର ଟଙ୍କିଆ ନୋଟ୍ ପ୍ରଚଳନରେ ଥିବା ବେଳେ ସେଥିରୁ ୯୭.୮ ପ୍ରତିଶତ ନୋଟ୍ ଫେରାଇ ଦିଆଯାଇଛି। ରିଜର୍ଭ ବ୍ୟାଙ୍କ ମେ’ ୧୯, ୨୦୨୩ରେ ଦୁଇ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର ଘୋଷଣା … Continue reading ଦୁଇ ହଜାର ଟଙ୍କିଆ ନୋଟ ଏବେବି ବୈଧ, ଜଲଦି ବଦଳାଇ ଦିଅନ୍ତୁ
Copy and paste this URL into your WordPress site to embed
Copy and paste this code into your site to embed