ଆଉ ୨ ଦିନରେ +୨ ପରୀକ୍ଷା ଫଳ ; ବୃଦ୍ଧି ପାଇବ+୩ ନାମଲେଖା ପାଇଁ ଆବେଦନ ଅବଧି
ଭୁବନେଶ୍ୱର : ଦୁଇ ଦିନ ଭିତରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ । ଏନେଇ ମଙ୍ଗଳବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପକ୍ଷରୁ ସୂଚନା ମିଳିଛି । ପରୀକ୍ଷାଫଳ ବାହାରିବାରେ ଆଉ ବିଳମ୍ବ ହେବନି । ପିଲାମାନେ ବ୍ୟସ୍ତ ନହେବା ପାଇଁ ମନ୍ତ୍ରୀ କହିଛନ୍ତି। ସେପଟେ +୩ ନାମଲେଖା ପାଇଁ ଆବେଦନ ଅବଧି ବୃଦ୍ଧି ପାଇବ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ଗଣଶିକ୍ଷା ମନ୍ତ୍ରୀ ଆବେଦନ ସମୟ ସୀମା ବୃଦ୍ଧି କରିବାକୁ … Continue reading ଆଉ ୨ ଦିନରେ +୨ ପରୀକ୍ଷା ଫଳ ; ବୃଦ୍ଧି ପାଇବ+୩ ନାମଲେଖା ପାଇଁ ଆବେଦନ ଅବଧି
Copy and paste this URL into your WordPress site to embed
Copy and paste this code into your site to embed