ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ, ତ୍ରିପୁରାରେ ୭୫%ରୁ ଅଧିକ ମତଦାନ

ଡେସ୍କ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ୧୭ଟି ରାଜ୍ୟ ଓ ୪ଟି କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ନିର୍ବାଚନ ମଣ୍ଡଳୀରେ ମତଦାନ ହୋଇଥିଲା। ସେଥିମଧ୍ୟରୁ ୧୮ଟି ଆସନ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିବା ବେଳେ ୧୧ଟି ଆସନ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଥିଲା। ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ – ଭୋଟରଙ୍କ ଉତ୍ସାହ ଦେଖିବା ଭଳି ସର୍ବଶେଷ ସୂଚନା ଅନୁଯାୟୀ, ତ୍ରିପୁରାରେ ୭୫%ରୁ ଅଧିକ ମତଦାନ … Continue reading ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ, ତ୍ରିପୁରାରେ ୭୫%ରୁ ଅଧିକ ମତଦାନ