www.samajalive.in
Sunday, December 7, 2025
14.1 C
Bhubaneswar

ଦିନ ଗୋଟାଏ ମୁଖ୍ୟ ଖବର

() କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ବଢୁଛି ବିବାଦ.. ଦୁଇ ମ୍ୟାନେଜରଙ୍କ ନାଁରେ ଯାଜପୁର ଥାରେ ଏତଲା, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ କହିଲେ ତଦନ୍ତ ହେଉ, ସତ୍ୟ ସାମ୍ନାକୁ ଆସିବ.

() ପୁଲିସ ଏସଆଇ ପରୀକ୍ଷା ଅନିୟମିତତା ମାମଲା, ସିବିଆଇରେ ଆଉ ଜଣେ ପରୀକ୍ଷାର୍ଥୀ ହାଜର, ଘନ ଘନ ଜେରା କରୁଛନ୍ତି ସିବିଆଇ ଅଧିକାରୀ, ଗତକାଲି ୪ଜଣଙ୍କୁ ହୋଇଥିଲା ମାରାଥନ ଜେରା . . . ୧୦ଜଣଙ୍କୁ ହାଜର ପାଇଁ ସମନ କରାଯାଇଥିବା ସୂଚନା,

- Advertisement -

() ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ, ୨୪ଘଣ୍ଟାରେ ଅବପାତରେ ପରିଣତ ହେବା ସମ୍ଭାବନା, ବାତ୍ୟାରେ ପରିଣତ ହେବ କି ନାହିଁ ଆଇଏମଡି ସ୍ପଷ୍ଟ କରିନି..

() ଭିଜିଲାନ୍ସ ଜାଲରେ ହିନ୍ଦୋଳ ସବ୍‌ ଟ୍ରେଜେରୀର ପୂର୍ବତନ ବରିଷ୍ଠ କିରାଣୀ ମନୋରଞ୍ଜନ ସାହୁ, ୬୮.୮୫ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ,

() ବିହାରରେ ଆକ୍ସନ ମୋଡରେ ଗୃହମନ୍ତ୍ରୀ ସମ୍ରାଟ ଚୌଧୁରୀ, ଦାୟିତ୍ୱ ନେଉ ନେଉ ବଡ କାର୍ଯ୍ୟାନୁଷ୍ଠାନ, ବେଗୁସରାଇରେ ପୁଲିସ-ଏସଟିଏଫର ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ଆହତ..

() ଦିଲ୍ଲୀରେ ବଡ ଧରଣର ଅନ୍ତର୍ଜାତୀୟ ଅସ୍ତ୍ରଶସ୍ତ୍ର ରାକେଟର ପର୍ଦ୍ଦାଫାସ, ଗ୍ୟାଙ୍ଗ ପାକିସ୍ତାନ ଦେଇ ଭାରତକୁ ତୁର୍କୀ ଏବଂ ଚୀନରେ ତିଆରି ବନ୍ଧୁକ ଯୋଗାଣ କରୁଥିଲା . . .

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories