ଷ୍ଟେନ୍ସ ହତ୍ୟା ମାମଲା: ଓଡ଼ିଶା ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁପୁତ୍ରକୁ ହତ୍ୟା ମାମଲାରରେ ସୁପ୍ରିମ କୋର୍ଟ ପକ୍ଷରୁ ଓଡ଼ିଶା ସରକାରକୁ ଜବାବ ତଲବ କରାଯାଇଛି।  ଗ୍ରାହମ ଷ୍ଟେନ୍ସ ହତ୍ୟା ମାମଲାରେ ଆଜି ଓଡ଼ିଶା ସରକାରଙ୍କଠାରୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ। ଓଡ଼ିଶା ସରକାରଙ୍କ ପକ୍ଷରୁ ୬ ସପ୍ତାହ ଭିତରେ ଜବାବ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଜାରି କରିଛନ୍ତି। ଷ୍ଟେନ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଦାରା ସିଂହର ମୁକ୍ତି ଆବେଦନ ଉପରେ ଓଡ଼ିଶା ସରକାରଙ୍କଠାରୁ ସୁପ୍ରିମକୋର୍ଟ … Continue reading ଷ୍ଟେନ୍ସ ହତ୍ୟା ମାମଲା: ଓଡ଼ିଶା ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ