୧୯୯୦ ଫୁଟ୍‌ବଲ ବିଶ୍ବକପ୍‌ ହିରୋ ସ୍କିଲାଚିଙ୍କ ପରଲୋକ

ରୋମ୍‌ : ଇଟାଲୀ ଫୁଟ୍‌ବଲ ଦଳର ପୂର୍ବତନ ଖ୍ୟାତନାମା ଖେଳାଳି ସାଲ୍‌ଭାଟୋର ସ୍କିଲାଚିଙ୍କ ମଙ୍ଗଳବାର ରାତିରେ ଦେହାନ୍ତ ଘଟିଛି। ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ୧୯୯୦ ଫୁଟ୍‌ବଲ ବିଶ୍ବକପ୍‌ରେ ସ୍କିଲାଚି ସର୍ବଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ଗୋଲ୍‌ଡେନ ବଲ୍‌ ପୁରସ୍କାର ପାଇଥିଲେ। ୧୯୯୦ ଫୁଟ୍‌ବଲ ବିଶ୍ବକପ୍‌ରେ ଇଟାଲୀ ୩ୟ ସ୍ଥାନ ହାସଲ କରିଥିବା ବେଳେ ସ୍କିଲାଚି ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସିସିଲି ଦ୍ବୀପର ବାସିନ୍ଦା ସାଲ୍‌ଭାଟୋର ସ୍କିଲାଚି ଫୁଟ୍‌ବଲ ଜଗତରେ ’ଟୋଟୋ’ ନାମରେ … Continue reading ୧୯୯୦ ଫୁଟ୍‌ବଲ ବିଶ୍ବକପ୍‌ ହିରୋ ସ୍କିଲାଚିଙ୍କ ପରଲୋକ