ଗୁରୁବାର ଦିନ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ କଟକଣା

ସମାଜ ଡିଜିଟାଲ ଡେସ୍କ: ଜୁଲାଇ ୧୮ ତାରିଖ ଅଥାତ ଗୁରୁବାର ଦିନ ପୁଣି ଥରେ ରତ୍ନଭଣ୍ଡାର ଖୋଲାଯିବ । ଏଥିପାଇଁ ଭକ୍ତମାନେ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ରହିବ ବୋଲି ମୁଖ୍ୟ ପ୍ରଶାସକ ଓ ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ରଥ ସୂଚନା ଦେଇଛନ୍ତି । ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ଶୁଭ ମୁହୂର୍ତ୍ତ ସକାଳ ୯ଟା ୫୧ମିନିଟରୁ ୧୨ଟା ୧୫ମିନିଟ ରହିଛି । ରତ୍ନଭଣ୍ଡାର ଖୋଲିବା ପାଇଁ ସକାଳ ୯ଟା ପରେ କମିଟି ସଦସ୍ୟ … Continue reading ଗୁରୁବାର ଦିନ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ କଟକଣା