ମଝି ଚିଲିକାରେ ୧ଘଣ୍ଟା ଧରି ପଶିଲା ଡଙ୍ଗା

ଭୁବନେଶ୍ୱର: ମଝି ଚିଲିକାରେ ପଶିଥିଲା ଡଙ୍ଗା । ମେସିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଆଜି ସକାଳେ ଚିଲିକା ମଝିରେ ଅଟକି ରହିଥିଲା ଡଙ୍ଗା । ଡଙ୍ଗାରେ ୧୭ଜଣ ଯାତ୍ରୀଙ୍କ ସହିତ ବାଇକ ମଧ୍ୟ ରହିଥିଲା । ଆଜି ସକାଳେ ଜହ୍ନିକୁଦା ଘାଟରୁ ଯାତ୍ରୀଙ୍କୁ ନେଇ ସାତପଡା ଅଭିମୁଖେ ବାହାରିଥିବା ଡଙ୍ଗାଟି ମଝି ଚିଲିକାରେ ପଶିରହିଥିଲା । ପ୍ରାୟ ୧ଘଣ୍ଟା ଧରି ପଶି ରହିବ ପରେ ଏହି ସମୟରେ କିଛି ମତ୍ସ୍ୟଜୀବୀମାନେ ସେଠାରେ ପହଞ୍ଚି ସେମାନଙ୍କୁ ସୁରକ୍ଷିତ ଭାବେ … Continue reading ମଝି ଚିଲିକାରେ ୧ଘଣ୍ଟା ଧରି ପଶିଲା ଡଙ୍ଗା