ଆପଣ ବି ଖାଇପାରିବେ ଏହି ୧୬ଟି ପୋକ – ମଞ୍ଜୁରୀ ମିଳିଛି, ଦେଖନ୍ତୁ ତାଲିକା

ଡେସ୍କ: ପ୍ରତ୍ୟେକ ଦେଶ ଏବଂ ଏହାର ଖାଦ୍ୟରେ କିଛି ନା କିଛି ଅଲଗା ରହିଛି ଏବଂ ଏହା ହିଁ ପ୍ରତ୍ୟେକ ଖାଦ୍ୟକୁ ଭିନ୍ନ କରିଥାଏ। ଆଉ ଏଭଳି ଏକ ସ୍ୱତନ୍ତ୍ରତା ହେଉଛି ପୋକ ଖାଇବା। ପ୍ରାୟ ସବୁ ଦେଶରେ ଲୋକମାନେ କେତେକ ପ୍ରକାରର କୀଟପତଙ୍ଗ ଖାଇଥାନ୍ତି। ପୂର୍ବ ସମୟରେ କିଛି ରୋଗରୁ ଉପଶମ ପାଇବା ପାଇଁ କୀଟପତଙ୍ଗ ବ୍ୟବହାର କରି ଔଷଧ ତିଆରି କରାଯାଉଥିଲା। ସଦ୍ୟତମ ରିପୋର୍ଟ ଅନୁଯାୟୀ, ସିଙ୍ଗାପୁର ଫୁଡ୍ ଏଜେନ୍ସି ନିକଟରେ ୧୬ଟି ନୂଆ … Continue reading ଆପଣ ବି ଖାଇପାରିବେ ଏହି ୧୬ଟି ପୋକ – ମଞ୍ଜୁରୀ ମିଳିଛି, ଦେଖନ୍ତୁ ତାଲିକା