ଜମ୍ମୁ କାଶ୍ମୀରରୁ ୨ ଆତଙ୍କବାଦୀ ସହଯୋଗୀ ଗିରଫ। ଶୋପିଆନ ଜିଲାରୁ ୨ଜଣଙ୍କୁ ଗିରଫ କଲା ପୁଲିସ..
୨ଟି ପିସ୍ତଲ, ୪ଟି ଗ୍ରେନେଡ୍ ଏବଂ ୪୩ ଅଫୁଟାଗୁଳି ଜବତ। ଭାରତୀୟ ସେନା, ସିଆରପିଏଫ୍ ଏବଂ ପୁଲିସର ମିଳିତ ଅପରେସନ..
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କ୍ୟାନସର, ପ୍ରୋଷ୍ଟେଟ କ୍ୟାନସରରେ ପୀଡିତ ଥିବା ସୂଚନା..
ଆଉ ଜଣେ ଗୁପ୍ତଚର ଗିରଫ। ଧରାପଡ଼ିଲା ଆଉଜଣେ ପାକିସ୍ତାନୀ ଆଇଏସଆଇ ଗୁପ୍ତଚର..
୩୦ ବର୍ଷ ପରେ ଶନିଙ୍କ ସିଧା ଚଳନ : ଏହି ରାଶିଙ୍କୁ କରିବେ ମାଲାମାଲ୍, ବଢିବ ଦରମା, ମିଳିବ ଗୋଟିଏ ପରେ ଗୋଟିଏ ସଫଳତା..
ଉତ୍ତର ପ୍ରଦେଶ ରାମପୁର ବାସିନ୍ଦା ସାହଜାଦ ଗିରଫ। ମୁରାଦାବାଦରୁ ସାହଜାଦକୁ ଗିରଫ କଲା ୟୁପି ଏଟିଏସ,
ଗତ କିଛି ବର୍ଷ ଧରି ପାକିସ୍ତାନ ଯିବାଆସିବା କରୁଥିଲା। ଆଇଏସଆଇକୁ ସୁରକ୍ଷା ସମ୍ବନ୍ଧୀୟ ଗୁପ୍ତ ସୂଚନା ଦେଇଥିବା ଅନୁମାନ..
୧୨ଘଣ୍ଟିଆ ତାଳଚେର ବନ୍ଦ
ସୁଭଦ୍ରା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପରିବାରକୁ ନ୍ୟାୟ ଓ ୧୦ଦଫା ଦାବିରେ ୧୨ଘଣ୍ଟିଆ ବନ୍ଦ ପାଳନ..



