www.samajalive.in
Sunday, December 7, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ବଦଳିଲା ପାଗ, ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସହ ହାଲୁକା ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ସତର୍କତା ଜାରି କଲା ପାଣିପାଗ ବିଭାଗ , କିଛି ଜିଲ୍ଲାରେ ଘନ କୁହୁଡି ନେଇ ପୂର୍ବାନୁମାନ..

ଦେବଗଡ ସୁନା ଦୋକାନୀଠୁ ଝାମ୍ପିନେଲେ ଅଳଙ୍କାର ବ୍ୟାଗ୍‌ : ଦୋକାନ ଖୋଲୁଥିବାବେଳେ ଝାମ୍ପି ନେଇ ଚମ୍ପଟ ମାରିଲେ ଦୁଇ ଦୁର୍ବୁତ୍ତ..

- Advertisement -

ଲୋୟର ପିଏମଜିରେ ଦରମା ଦାବିରେ ଗର୍ଜିଲେ ବିଭିନ୍ନ ସଙ୍ଗଠନର ବିକ୍ଷୋଭ , ୯ ମାସର ବକେୟା ଦରମା ସହ ବିଭିନ୍ନ ଦାବିରେ ଏକାଠି ହେଲେ ହଜାର ହଜାର ମହିଳା..

ବରଗଡ ତୁରୁଙ୍ଗା ଛକରେ ଘର ଭିତରକୁ ମାଡିଗଲା କଣ୍ଟେନର, ବୃଦ୍ଧା ମାଆ ମୃତ, ପୁଅ ବୋହୂ ଗୁରୁତର..

ଜାମ୍ମୁ-କାଶ୍ମୀରର ବିଚ୍ଛିନ୍ନତା ଚାହୁଁଥିବା ସଂଗଠନ ସହ ସୋନିଆ ଗାନ୍ଧୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଲା ବିଜେପି
ଭାରତୀୟ ଅର୍ଥନୀତିକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଛନ୍ତି ସୋନିଆ ଏବଂ ରାହୁଲ ଗାନ୍ଧୀ: ବିଜେପି..

ଗୋଟିଏ ଦିନରେ ଦିଲ୍ଲୀର ୪୦ଟି ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ, ସୁରକ୍ଷା ବ୍ୟବସ୍ଥା କଡାକଡି..

ଲକ୍ଷ୍ମୀପୁର ବନ୍ଧୁଗାଁ ଛାରପା ଗାଁରେ ଗୁଣି ସନ୍ଦେହରେ ବୀଭତ୍ସ ହତ୍ୟାକାଣ୍ଡ, ଜଣଙ୍କ ଶବଦାହ ବେଳେ ସେହି ନିଆଁରେ ଆଉ ଜଣଙ୍କୁ ମାରି ପୋଡିଲେ, ରବିବାର ସନ୍ଧ୍ୟାରେ ଗାଁରେ ଅଚାନକ ଜଣଙ୍କର ମୃତ୍ୟୁ ହୋଇଥିଲା..

କଟକ: ଡ୍ରେନ୍ କାମ ବେଳେ କାନ୍ଥ ପଡି ଶ୍ରମିକ ମୃତ୍ୟୁ ଘଟଣା: ସରକାରୀ ସୁବିଧା ଓ କ୍ଷତିପୂରଣ ଦାବିରେ ବିଡାନାସୀ ଛକରେ ମୃତଦେହ ରଖି ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ..

ନୂଆବର୍ଷ ୨୦୨୫ରେ ଅତ୍ୟନ୍ତ ଦୁର୍ଲ୍ଲଭ ଯୋଗ: ଏହି ରାଶି ହେବେ ମାଲାମାଲ୍‌, ଭାଗ୍ୟଶାଳୀ..

ହିନ୍ଦୁ ସାଧୁ ଚିନ୍ମୟ କ୍ରିଷ୍ଣା ଦାସଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କଲା ବାଂଲାଦେଶ ପୁଲିସ..

ରୁଷରେ ଅଛନ୍ତି ସିରିଆ ରାଷ୍ଟ୍ରପତି ବଶର୍ ଅଲ୍ ଅସଦ୍ , କାଲି ଦେଶ ଛାଡି ପଳାଇବା ପରେ ରୁଷିଆରେ ଶରଣ ନେଇଛନ୍ତି , ବଶର ଅଲ୍ ଅସଦଙ୍କ ସହ ପରିବାରକୁ ରାଜନୈତିକ ଶରଣ ଦେଲେ ପୁତିନ୍..

ଆଫଗାନିସ୍ତାନ, ବାଂଲାଦେଶ ପରେ ଏବେ ସିରିଆରେ ଶାସକଙ୍କ ଗାଦିଚ୍ୟୁତ, ରାଷ୍ଟ୍ରପତିଙ୍କ ପଳାୟନ ପରେ ଦାମାସକସକୁ ନିଜ ଦଖଲକୁ ନେଇଛନ୍ତି ବିଦ୍ରୋହୀ..

 

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories