www.samajalive.in
Sunday, December 7, 2025
18.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ଦୈନିକ ଖବରକାଗଜ ‘ସମାଜର’ ୧୦୪ ତମ ପ୍ରତିଷ୍ଠା ଦିବସ..

ଏସୀୟ କ୍ରୀଡାରେ ଭାରତକୁ ଆଉ ୨ ବ୍ରୋଞ୍ଜ..

- Advertisement -

ସ୍କ୍ୱାସ ଓ ବକ୍ସିଂରେ ଭାରତକୁ ବ୍ରୋଞ୍ଜ ପଦକ.. ୧୬ ସ୍ୱର୍ଣ୍ଣ,୨୬ ରୌପ୍ୟ,୩୧ ବ୍ରୋଞ୍ଜ ସହ ମୋଟ ୭୩ ପଦକ..

ଖଲିକୋଟ : କେନାଲ କଡ ରାସ୍ତାରୁ କ୍ଷତବିକ୍ଷତ ମୃତଦେହ ଉଦ୍ଧାର..

ମୃତକ ସ୍ଥାନୀୟ ସାନଉସ୍ତାପଡା ପଞ୍ଚାୟତର ଜିଆରଏସ ସୁଶୀଲ ମହାନ୍ତି ହୋଇଥିବା ନେଇ ସୂଚନା..

କେହି ହତ୍ୟା କରିଥିବା ସନ୍ଦେହ.. ପୁଲିସ ତଦନ୍ତ ଆରମ୍ଭ..

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୮୨୦ ସ୍କ୍ରବ ଟାଇଫସ୍‌‌ ଆକ୍ରାନ୍ତ ଚିହ୍ନଟ.. ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା..

୯ ଦଫା ଦାବି ନେଇ ସଫେଇ କର୍ମଚାରୀଙ୍କ ବିଏମସି କାର୍ଯ୍ୟାଳୟ ଘେରାଉ..

ସିକ୍କିମ୍‌‌ରେ ହଠାତ୍‌‌ ମାଡି ଆସିଲା ବନ୍ୟା ; ୨୩ ଯବାନ ନିଖୋଜ..

ବାରାଣସୀରେ ଟ୍ରକକୁ ଧକ୍କା ଦେଲା କାର୍‌‌ ; ୮ ମୃତ

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories