www.samajalive.in
Sunday, December 7, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ମହାରାଷ୍ଟ୍ରରେ ଦୁଇଟି ମର୍ମନ୍ତୁଦ ସଡକ ଦୁର୍ଘଟଣା .. ଚାଲି ଯାଇଛି ୧୨ ଜଣଙ୍କ ଜୀବନ..

ପାରାଦ୍ୱୀପ ଉପକଣ୍ଠ ଭୂତମୁଣ୍ଡାଇ ଗ୍ରାମରେ ଅଭାବନୀୟ ଘଟଣା ..

- Advertisement -

ପୁଅର କଟୁରୀ ଚୋଟରେ ଚାଲି ଯାଇଛି ମାଆର ଜୀବନ..

ମୁଣ୍ଡଳି : ବ୍ରିଜ୍‌‌ରୁ ଡେଇଁ ଛାତ୍ରୀ ମୃତ୍ୟୁ ଘଟଣା.. ପୁରୁଷ ବନ୍ଧୁକୁ ଗିରଫ କଲା ଆଠଗଡ ପୁଲିସ ..

୨୦ରେ ଛାତ୍ରୀ ବ୍ରିଜରୁ ଡେଇଁଥିଲେ.. କାଲି ମିଳିଥିଲା ମୃତଦେହ..

ଶୈବପୀଠ ମାନଙ୍କରେ ଗଞ୍ଜେଇ ବ୍ୟବହାର ନିଷେଧ ପାଇଁ ନିର୍ଦ୍ଦେଶ..

ଏନେଇ ଚିଠି ଲେଖିଲା ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ..

ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖି ପଦକ୍ଷେପ ପାଇଁ କହିଲେ..

ଆରମ୍ଭ ହୋଇଥିବା ୨ ହଜାର ଟଙ୍କିଆ ନୋଟ୍‌‌ ବଦଳ ନେଇ ସୂଚନା..

ଏସବିଆଇ ଭୁବନେଶ୍ୱର ମଣ୍ଡଳ ସିଜିଏମ୍‌‌ ଚନ୍ଦ୍ରଶେଖର ଶର୍ମାଙ୍କ ସୂଚନା..

ଓଡିଶାରେ ୮୯୦ ଏସବିଆଇ ଶାଖାରେ ନୋଟ୍‌‌ ବଦଳର ବ୍ୟବସ୍ଥା ହୋଇଛି..

ଦିନ ସାଢେ ୧୧ରୁ ଭୁବନେଶ୍ୱରରେ ପ୍ରବଳ ଖରା.. ଭୁବନେଶ୍ୱର ରାଜ୍ୟର ସର୍ବାଧିକ ଉତ୍ତପ୍ତ..

ସାଢେ ୧୧ଟାରେ ଭୁବନେଶ୍ୱର ତାପମାତ୍ରା ୩୯ ଡିଗ୍ରୀ..

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories