ନାବାଳକଙ୍କୁ ଛୁରା ମାଡ ଘଟଣା ; ଜଣେ ଗିରଫ ..
ଗିରଫ ଅଭିଯୁକ୍ତ +୨ ପ୍ରଥମ ବର୍ଷ ବିଜ୍ଞାନ ଛାତ୍ର ..
ବକେୟା ଟିଉସନ ଟଙ୍କା ମାଗିବାରୁ ପୁଅକୁ ମାରିଲା ଅଭିଯୁକ୍ତ..
ଆଜି ମୁମ୍ବଇରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ମୁକାବିଲା..
ଆଜି ସଦାଚାର କମିଟି ନିକଟରେ ସାଂସଦ ମହୁଆ ମୈତ୍ର ହାଜର ..
ସଂସଦରେ ପ୍ରଶ୍ନ ପାଇଁ ଲାଞ୍ଚ ନେବା ଅଭିଯୋଗ କରିଥିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ସୁପ୍ରିମକୋର୍ଟ ଓକିଲ ଜୟ ଅନନ୍ତ ଦେହାଦ୍ରାଇ..
ଇଡିରେ ଆଜି ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ..
ମଧ୍ୟପ୍ରଦେଶ କରିବେ ଗସ୍ତ..
ମଧ୍ୟପ୍ରଦେଶର ନିର୍ବାଚନୀ ପ୍ରଚାରରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି..
ମାହାଙ୍ଗା ଡବଲ୍ ମର୍ଡର ମାମଲା..
ପ୍ରତାପ ଜେନାଙ୍କୁ ସାମୟିକ ଆଶ୍ୱସ୍ତି..
କୌଣସି କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟଙ୍କ ରୋକ୍..
ସାଲେପୁର ଜେଏମଏଫସି କୋର୍ଟଙ୍କୁ ରେକର୍ଡ ତଲବ କଲେ ହାଇକୋର୍ଟ..
ଭୂକମ୍ପରେ ଥରିଲା ଇଣ୍ଡୋନେସିଆ..



