ବୋନସ୍ ନେଇ ଆସୁଥିବା ବେଳେ ଯୁବକଙ୍କୁ ଗୁଳିମାଡ..
ଭୁବନେଶ୍ୱର : ୟୁନିଟ ୯ ଭଗବତୀ ବସ୍ତିର ଘର ଭିତରୁ ନବବଧୂଙ୍କ ମୃତଦେହ ଉଦ୍ଧାର..
ପାଳଲହଡା ବିଇଓ କାର୍ଯ୍ୟାଳୟର ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ..
ଭୁବନେଶ୍ୱର : ପଶ୍ଚିମା ଝଡ ପ୍ରଭାବରେ ୪ ଜିଲାରେ ହାଲୁକା ବର୍ଷା ..
ସୁନ୍ଦରଗଡ, ଝାରସୁଗୁଡା, ଗଜପତି, ପୁରୀରେ ହାଲୁକା ବର୍ଷା ..
ବାଲିଶଙ୍କରାରେ ୧୨.୨,ଟାଙ୍ଗରପଲ୍ଲୀରେ ୧୦.୪ ମିମି ବର୍ଷା ରେକର୍ଡ..
କଟକ : କଟକ ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ସୋମାଲିକା..
ବିଧାୟକ ବିଜୟ ଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା..
ବିଜୟଙ୍କ ବୟସ ସମ୍ପର୍କିତ ତଥ୍ୟକୁ ନେଇ ଅଭିଯୋଗ କଲେ..
ପୂଜା ସମୟରେ ମାତିଛନ୍ତି ଲୁଟେରା..
ରାଜଧାନୀର ବିଭିନ୍ନ ସ୍ଥାନରେ ଲୁଟେରା ରାଜ୍..
ଦିନକ ତଳେ ଏକ ଆପାର୍ଟମେଣ୍ଟ ଭିତରେ ଲୁଟିଥିଲେ..
ଗତରାତିରେ ଏକ ଅଟୋ ସୋରୁମରେ ସିକ୍ୟୁରିଟି ଗାର୍ଡଙ୍କୁ ଆକ୍ରମଣ..
ଆଜି ସୁନ୍ଦରଗଡ଼ରେ ନୂଆ ୧୧ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪୫କୁ ବୃଦ୍ଧି..
ଆଜି ଇସ୍ରାଏଲରେ ପହଂଚିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ..
ଗାଜାର ଏକ ହସ୍ପିଟାଲ ଉପରେ ଇସ୍ରାଏଲର ରକେଟ ମାଡ଼, ୫୦୦ରୁ ଅଧିକ ମୃତ..
ନକଲି ନୋଟ କାରବାରରେ ସମ୍ପୃକ୍ତି ଅଭିଯୋଗରେ କଟକ ନିମେଇସାପୁର ବାସିନ୍ଦା ତାରାଶଙ୍କର ମହାନ୍ତି ଗିରଫ..
୨ଟି ନକଲି ୨ଶହ ଟଙ୍କିଆ ନୋଟ ଓ ପ୍ରିଣ୍ଟର ଜବତ..
ଶିମିଳିପାଳରେ ଆଜି ଠାରୁ ବାଘ ଗଣନା ଆରମ୍ଭ, ୨୦୯ଟି ଟିମ୍ ନିୟୋଜିତ..



