ଆଜି ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସକୁ ଆଭାସୀ ଜରିଆରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ..
ପୁରୀ ରେଳଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗ ଦେବେ..
କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ହେବେ ସିଦ୍ଦରମୈୟା ,ଡି. କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ..
ଆସନ୍ତା ୨୦ ତାରିଖ ଦିନ ୧୨ଟା ୩୦ରେ ଶପଥ ଗ୍ରହଣ ସମାରୋହ..
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷାଫଳ – ପାସ୍ହାର ୯୬.୪%..
ଅର୍ଜୁନ ରାମ ମେଘୱାଲ ହେଲେ ନୂଆ କେନ୍ଦ୍ର ଆଇନ ମନ୍ତ୍ରୀ.. କିରନ ରିଜିଜୁଙ୍କ ସ୍ଥାନ ନେଲେ ଅର୍ଜୁନ ରାମ ମେଘୱାଲ..
ଆଜି ସକାଳୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ଵିନୀ ବୈଷ୍ଣବ ଏବଂ ବିଜେପିର ମୁଖପାତ୍ରଙ୍କ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ସହିତ ରଥଖଳା ପରିଦର୍ଶନ..



