ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

କଲବଲ କରୁଛି ତାତି, ବଢୁଛି ତାପମାତ୍ରା.. ସାଢେ ୧୧ଟାରେ ୪୦ ଟପିଲା ୪ ସହରର ତାପମାତ୍ରା, ଭୁବନେଶ୍ୱର ତାପମାତ୍ରା ୪୦.୬ ଡିଗ୍ରୀ.. ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ବିଜ୍ଞପ୍ତି ପ୍ରକାଶ.. ଆଜିଠୁ ନାମାଙ୍କନ, ମେ ୧୩ରେ ଭୋଟ୍ ଗ୍ରହଣ, ୨୫ ଏପ୍ରିଲ ନାମାଙ୍କନ ଦାଖଲର ଶେଷ ତାରିଖ.. ଆଜିଠୁ ତିନି ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା: କିନ୍ତୁ ନିୟମିତ ଆସିବେ ଶିକ୍ଷକ ଶିକ୍ଷୟିତ୍ରୀ.. ବାସ୍ ଏହି ଗୋଟିଏ ଜିନିଷ ଦାନ କଲେ ; … Continue reading ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର