www.samajalive.in
Sunday, December 7, 2025
23.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ପ୍ରଥମାଷ୍ଟମୀ ; ଘରେ ଘରେ ଏଣ୍ଡୁରିପିଠାର ଆସର

ଅରୁଣାଞ୍ଚଳ ପ୍ରଦେଶରେ ଭୂକମ୍ପ ଝଟକା ; ତିବ୍ରତା ରିକ୍ଟର ସ୍କେଲରେ ୩.୭ ରେକର୍ଡ

- Advertisement -

କୋରାପୁଟର ଶିମିଳିଗୁଡା ସବୁଠୁ ଥଣ୍ଡା ସହର .. ତାପମାତ୍ରା ୬.୪ ଡିଗ୍ରୀ ରେକର୍ଡ .. ଜି ଉଦୟଗିରି ୮ ଡିଗ୍ରୀ, ଫୁଲବାଣୀ ଓ କୋରାପୁଟ ୧୦ ଡିଗ୍ରୀ, ୧୪ ଡିଗ୍ରୀ ତଳେ ୯ ସହରର ରାତି ତାପମାତ୍ରା ..

ପଦ୍ମପୁର ଜିଲା ମାନ୍ୟତା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା କ୍ରିୟାନୁଷ୍ଠାନ କମିଟି .. ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ କମିଟି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ନେଇ ସୂଚନା.. ସେପଟେ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜାରି ରହିଛି ଆନ୍ଦୋଳନ.. ଉଭୟ ବିଜେଡି ଓ ବିଜେପି ଜିଲା ମାନ୍ୟତା ଦାବିକୁ କରୁଛନ୍ତି ସମର୍ଥନ

ସମ୍ବଲପୁର ଜିଲା ଓକିଲ ସଂଘର କୋର୍ଟ ବର୍ଜନ ଆନ୍ଦୋଳନ ଜାରି..ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ କଚେରି ଛକରେ ଆନ୍ଦୋଳନ

ରୁଷିଆ ମିଜାଇଲ୍‍ ଆକ୍ରମଣରେ ୨ ପୋଲାଣ୍ଡ ନାଗରିକଙ୍କ ମୃତ୍ୟୁ ଘଟଣା.. ଇଣ୍ଡୋନେସିଆ ବାଲିରେ ଜରୁରୀ ବୈଠକ ଡାକିଲେ ଜୋ ବାଇଡେନ୍‍.. ଜି ୭ ଓ ନାଟୋ ନେତାଙ୍କୁ ନେଇ ବୈଠକ ଡାକିଲେ ବାଇଡେନ୍‍

 

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories