ଦେଶରେ କରୋନା : ଚିହ୍ନଟ ହେଲେ ଆଉ ୧୦,୭୫୩ ନୂଆ ସଂକ୍ରମିତ .. ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୩,୭୨୦..
ଜାପାନର ପ୍ରଧାନମନ୍ତ୍ରୀଙ୍କ ରାଲିରେ ବୋମା ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ଗିରଫ..
ସମ୍ବଲପୁରରେ ଲାଗୁହେଲା କର୍ଫ୍ୟୁ, ଶୁକ୍ରବାର ରାତି ୧୨ଟାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର..
ସମ୍ବଲପୁର ସହରର ୬ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଜାରି..
ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସକାଳ ୮ଟାରୁ ୧୦ଟା କର୍ଫ୍ୟୁ କୋହଳ, କିନ୍ତୁ ଭୟରେ ଘରୁ ବାହାରୁ ନାହାନ୍ତି ଲୋକ..
ରାତି ଅଧରେ କର୍ଫ୍ୟୁ ଲାଗୁ ହୋଇଥିବାରୁ ଲୋକେ କର୍ଫ୍ୟୁ ନେଇ ଅବଗତ ନୁହନ୍ତି, ସଚେତନ କରୁଛି ପୁଲିସ..
ସମ୍ବଲପୁରରେ ଆଉ ୨ ଦିନ ଇଣ୍ଟରନେଟ ସେବା ବନ୍ଦ, ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି..
ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ପାଇଁ ଚାଲିଛି ମତଦାନ, ସମ୍ବଲପୁରରେ ଭୋଟ ବନ୍ଦ..



