ମାଲକାନଗିରି : ଏମଭି ୯୬ ପୋଲ ଉପରେ ୫ ଫୁଟ୍ର ପାଣି ପ୍ରବାହିତ.. ମାଲକାନଗିରି-ମୋଟୁକୁ ଯୋଗାଯୋଗ ବିଚ୍ଛିନ୍ନ..
ପ୍ରବଳ ବର୍ଷା ଯୋଗୁଁ ଆଜି ବଲାଙ୍ଗୀରରେ ସବୁ ସ୍କୁଲ ଛୁଟି..
ସରକାରୀ,ବେସରକାରୀ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି ନେଇ ଘୋଷଣା..
ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ..
୨୪ ଘଣ୍ଟାରେ ବଲାଙ୍ଗୀରରେ ସର୍ବାଧିକ ୨୧୫ ମିିମି ବର୍ଷା ରେକର୍ଡ..
ଲଘୁଚାପ ପ୍ରଭାବରେ କନ୍ଧମାଳରେ ଲଗାଣ ବର୍ଷା..
ପ୍ରଭାବରେ ସାଲୁଙ୍କୀ ନଦୀ ବ୍ରିଜ ଉପରେ ପାଣି ପ୍ରବାହିତ..
ନଦୀଖଣ୍ଡିସାହିରୁ ଡାକପାଲା ସାଲୁଙ୍କୀ ନଦୀ ବ୍ରିଜ ବୁଡିଲା..
ଗୋଚ୍ଛାପଡାରୁ ସଲାଗୁଡା ରାସ୍ତା ଜଳମଗ୍ନ,ଯୋଗାଯୋଗ ବିଚ୍ଛିନ୍ନ..
ଲିବ୍ୟାରେ ବନ୍ୟା: ୫,୩୦୦ରୁ ଅଧିକ ମୃତଦେହ ଉଦ୍ଧାର.. ୩୦,୦୦୦ ଲୋକଙ୍କୁ ସ୍ଥାନାନ୍ତର..



