www.samajalive.in
Sunday, December 7, 2025
14.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଟ୍ବିନ ସିଟିରେ ବର୍ଷା : ୧୧ ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ , ଖୋର୍ଦ୍ଧା, କଟକ, ଢେଙ୍କାନାଳ , ପୁରୀ, ଯାଜପୁରରେ କୋହଲା ପାଗ..

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସଏମ୍ କ୍ରିଷ୍ଣାଙ୍କ ଦେହାନ୍ତ, ୯୨ବର୍ଷ ବୟସରେ ଦେହାନ୍ତ..

- Advertisement -

ଭୁବନେଶ୍ଵର: ଲିଙ୍ଗଭିତ୍ତିକ ହିଂସା ସମାପ୍ତ କରିବା ନିମନ୍ତେ ରାଜ୍ୟ ମହିଳା ଓ ଶିଶୁ ବିଭାଗ ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ପାକ୍ଷିକ ସଚେତନତା କାର୍ଯ୍ୟକ୍ରମ , ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା..

୩୦ ବର୍ଷ ପରେ.. ୨୦୨୫ ଜାନୁଆରୀରେ ଏକାଠି ହେବେ ଶନି-ବୁଧ: ଏହି ରାଶିଙ୍କ ଉପରେ ହେବ ଧନ ବର୍ଷା, ବିବାହ..

ମିଶନ ଶକ୍ତି ମହିଳାଙ୍କ ଧାରଣା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରତିକ୍ରିୟା : ସୋମବାର ଏ ନେଇ ବିଧାନସଭାରେ ଚର୍ଚ୍ଚା ହୋଇଛି,  ମହିଳା ମାନଙ୍କୁ କେହି ବିଭ୍ରାନ୍ତ କରନ୍ତୁ ନାହିଁ, କାହା କଥାରେ ପଡି ରାସ୍ତାରେ ଗଡିବାର ଆବଶ୍ୟକତା ନାହିଁ, ମହିଳାଙ୍କ ସ୍ଵାର୍ଥରେ ଯାହା ଠିକ୍ , ସେହି ଅନୁସାରେ ସରକାର ପଦକ୍ଷେପ ନେବେ

ମୁମ୍ବାଇ: ୩୦ରୁ ଅଧିକ ଗାଡିକୁ ଧକ୍କା ଦେଲା ଦ୍ରୁତଗାମୀ ବସ୍ , ଘଟଣାସ୍ଥଳରେ ୪ ମୃତ, ୨୫ରୁ ଉର୍ଦ୍ଧ୍ବ ମେଡିକାଲରେ ଭର୍ତ୍ତି..

ଦେଖନ୍ତୁ ଭିଡିଓ; ରିଲ୍ସ କରୁଥିଲେ ମହିଳା, ରାଜରାସ୍ତାକୁ ଦୌଡି ପଳାଇଲା କୁନି ଝିଅ, ଆଉ ତା’ପରେ..

ଆଜି ଛତିଶାନି‌ଯୋଗ ବୈଠକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ପାଇଁ ଧାର୍ଯ୍ୟ ହୋଇପାରେ ତାରିଖ..

ଆଜି ବି ସରଗରମ ହେବ ବିଧାନସଭା : ପଞ୍ଚାୟତିରାଜ, ପାନୀୟ ଜଳ ସହ ଏକାଧିକ ବିଭାଗର ରହିଛି ପ୍ରଶ୍ନକାଳ , ଶୂନ୍ୟକାଳରେ ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉଠାଇବେ ଉଭୟ ବିରୋଧୀ ଓ ଶାସକଦଳ, ଉଠିପାରେ ପୋଲାଭରମ୍ ଓ ଦରଦାମ୍ ପ୍ରସଙ୍ଗ..

ପ୍ରବାସୀ ଭାରତୀୟ ଦିବସ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ , ସଫଳ ଆୟୋଜନ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ, ଭୁବନେଶ୍ଵରରେ ସ୍ଵଚ୍ଛତା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ଵ , ଜାନୁଆରୀ ୮ରୁ ୧୦ ଯାଏଁ କାର୍ଯ୍ୟକ୍ରମ, ଜନତା ମୈଦାନରେ ଭୂମିପୂଜନ..

ଆଜିଠାରୁ କଟକରେ ଆରମ୍ଭ ହେବାକୁ ଯାଉଛି ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ, ଭାଗନେବେ ୨୯ଟି ଦେଶର ପାଖାପାଖି ୩୦୦ରୁ ଅଧିକ ଖେଳାଳି, ଓଡିଶାରୁ ଅଛନ୍ତି ୭ଜଣ, ସ୍ଥିତି ସମୀକ୍ଷା କଲେ କ୍ରୀଡାମନ୍ତ୍ରୀ..

ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ୪୯ ନମ୍ୱର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା : ମର୍ଣ୍ଣିଂ ୱାକ କରୁଥିବା ବେଳେ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ..

ବଲାଙ୍ଗୀର ଦେଓଗାଁ ରେଲଓ୍ବେ ଷ୍ଟେସନ ନିକଟ ରେଳ ଧାରଣା ନିକଟରେ ଅଘଟଣ: ରେଳ ଧାରଣାରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର..

 

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories