www.samajalive.in
Sunday, December 7, 2025
14.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଭୁବନେଶ୍ୱର : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା .. ବାତ୍ୟା ସମ୍ଭାବନା ଥିବା ନେଇ ଟୁଇଟ କଲା ପାଣିପାଗ ବିଭାଗ

ବାଲେଶ୍ୱର : ରେଳ ଷ୍ଟେସନ ନିକଟରୁ ୧ କେଜିରୁ ଅଧିକ ଧଳା ଜହର ଜବତ .. କ୍ରାଇମବ୍ରାଞ୍ଚ ଏସଟିଏଫ ଓ ବାଲେଶ୍ୱର ପୁଲିସର ମିଳିତ ଚଢାଉରେ ଜବତ ହୋଇଛି ଧଳାଜହର

- Advertisement -

ସମ୍ବଲପୁର : ରେଳ ଧାରଣାରୁ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ ଉଦ୍ଧାର .. ସିଟି ଷ୍ଟେସନ ନିକଟ ଟକବା ରୋଡ୍‌‌ ରେଳ ଧାରଣାରୁ ମୃତଦେହ ଉଦ୍ଧାର

କାମାକ୍ଷାନଗର : ପୂର୍ବତନ ଜିଲା ଯୁବ ବିଜେଡି ଉପସଭାପତିଙ୍କ କାରକୁ ବୋମାମାଡ .. ମଢି ସାହି ଘର ଆଗରେ ଥିବା କାର୍‌‌ ଉପରକୁ ବୋମାମାଡ .. ବିଳମ୍ବିତ ରାତିରେ ଆସି ଦୁର୍ବୃତ୍ତଙ୍କ ବୋମାମାଡ

ଗୁଜରାଟରେ ବସ୍‌‌-ଟ୍ରଲର ଧକ୍କା ; ୬ ମୃତ, ୧୫ ଗୁରୁତର

ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୯ ନୂଆ ସଂକ୍ରମିତ .. ଜନ୍ମରୁ ୧୮ ବର୍ଷ ମଧ୍ୟରେ ୬..ସଙ୍ଗରୋଧରୁ ୩୪..ସ୍ଥାନୀୟ ୨୫  .. ଆଉ ୫୩୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ..

ନୂଆଦିଲ୍ଲୀ : ଦେଶରେ ଦିନକରେ ଆଉ ୧ ହଜାର ୫୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ .. ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୬,୩୨,୪୩୦କୁ ବୃଦ୍ଧି .. ଆଉ ୧,୯୧୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି.. ଚିିକିତ୍ସାଧୀନ ଅବସ୍ଥାରେ ୩ ମୃତ .. ୨୬,୪୪୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories