ରାମ ନବମୀରେ ଅଯୋଧ୍ୟା ଯିବ ୧ ଲକ୍ଷ କିଲୋ ଲଡୁ

ମିର୍ଜାପୁର : ଆସନ୍ତା ବୁଧବାର ଦେଶବ୍ୟାପୀ ପବିତ୍ର ରାମନବମୀ ପାଳିତ ହେବାକୁ ଯାଉଛି। ଏହି ଅବସରରେ ଦେବରାହା ହଂସ ବାବା ଟ୍ରଷ୍ଟ ପକ୍ଷରୁ ଉତ୍ତର ପ୍ରଦେଶର ଅଯୋଧ୍ୟାସ୍ଥିତ ରାମ ମନ୍ଦିରକୁ ୧,୧୧,୧୧୧ କିଲୋ ଓଜନର ଲଡୁ ପଠାଯିବ ବୋଲି ଟ୍ରଷ୍ଟ କର୍ମକର୍ତ୍ତା ଅତୁଲ କୁମାର ସାକ୍ସେନା ସୂଚନା ଦେଇଛନ୍ତି। ଉକ୍ତଦିନ ରାମ ମନ୍ଦିର ଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କୁ ପ୍ରସାଦ ଭାବେ ଏହି ଲଡୁ ବଣ୍ଟନ କରାଯିବ ବୋଲି ସେ କହିଛନ୍ତି। ଚଳିତବର୍ଷ ଜାନୁଆରୀ ୨୨ରେ ରାମ … Continue reading ରାମ ନବମୀରେ ଅଯୋଧ୍ୟା ଯିବ ୧ ଲକ୍ଷ କିଲୋ ଲଡୁ