ଇଟାଲୀ ଉପକୂଳରେ ଜାହାଜ ଦୁର୍ଘଟଣା: ୧୧ ମୃତ, ୬୬ ନିଖୋଜ

ଡେସ୍କ: ଇଟାଲୀ ଉପକୂଳରେ ମଙ୍ଗଳବାର ଦୁଇଟି ଜାହାଜ ଦୁର୍ଘଟଣାରେ ୧୧ ଜଣ ପ୍ରବାସୀଙ୍କ ମୃତ୍ୟୁ ଘଟିଥିବା ବେଳେ ୬୬ ଜଣ ନିଖୋଜ ଅଛନ୍ତି। ଇଟାଲୀ କର୍ତ୍ତୃପକ୍ଷ କହିଛନ୍ତି, ଇଟାଲୀ ଉପକୂଳ ନିକଟରେ ଦୁଇଟି ପ୍ରବାସୀ ଡଙ୍ଗା ଦୁର୍ଘଟଣାର ସମ୍ମୁଖୀନ ହେବାର କିଛି ଘଣ୍ଟା ପରେ ତଟରକ୍ଷୀ ବାହିନୀ ପକ୍ଷରୁ ଭୂମଧ୍ୟସାଗରରେ ତଲାସୀ ଅଭିଯାନ ଜାରି ରହିଛି। ଦକ୍ଷିଣ ଇଟାଲିର କାଲାବ୍ରିଆ ଉପକୂଳଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଏକ କାଠ ସେଲବୋଟ୍ ଠାବ କରିବା ପରେ ସ୍ଥାନୀୟ … Continue reading ଇଟାଲୀ ଉପକୂଳରେ ଜାହାଜ ଦୁର୍ଘଟଣା: ୧୧ ମୃତ, ୬୬ ନିଖୋଜ