www.samajalive.in
Sunday, December 7, 2025
23.1 C
Bhubaneswar

ପୂର୍ବାହ୍ନ ୧୧ଟା ମୁଖ୍ୟ ଖବର

ଲଘୁଚାପର ରୂପ ନେଲା ଘୁର୍ଣ୍ଣିବଳୟ ..  ଆଗାମୀ ୨୪ ଘଣ୍ଟା ମଧ୍ୟରେ ୱେଲମାର୍କଡ ଲୋ ପ୍ରେସରରେ ପରିଣତ ହେବ..

ସୁନ୍ଦରଗଡ଼: ଦନ୍ତାହାତୀ ଆକ୍ରମଣରେ ବୃଦ୍ଧା ମୃତ, ଆଉ ଜଣେ ଗୁରୁତର..  ଉଜ୍ବଳପୁର ଫରେଷ୍ଟ ରେଞ୍ଜ କୁଲବାରେ ଦନ୍ତାର ଆତଙ୍କ..  ସପ୍ତାହକ ତଳେ ଜଣେ ବୃଦ୍ଧାଙ୍କୁ ଦଳି ଦେଇଥିଲା ଦନ୍ତା

- Advertisement -

ଜାତିସଂଘରେ ଭାରତର ପ୍ରସ୍ତାବରେ ପୁଣି ବାଧାଦେଲା ଚୀନ। ହାଫିଜ ତଲହାକୁ ବିଶ୍ବ ଆତଙ୍କବାଦୀ ଘୋଷଣା ପ୍ରସ୍ତାବକୁ ଅଟକାଇଲା ଚୀନ ..  ଜାତିସଂଘରେ ସ୍ବତନ୍ତ୍ର ଅଧିକାର ବଳରେ ଭାରତର ପ୍ରସ୍ତାବକୁ ଅଟକାଇଲା ଚୀନ..

୫ ମାସ ମଧ୍ୟରେ ପଞ୍ଚମ ଥର ପାଇଁ ଭାରତର ପ୍ରସ୍ତାବ ଉପରେ ଚୀନର ରୋକ .. ମୁମ୍ବଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସୟିଦର ପୁଅ ହାଫିଜ ତଲହା..

ଗତ ଏପ୍ରିଲରେ ହାଫିଜ ତଲହାକୁ ଆତଙ୍କବାଦୀ ଘୋଷଣା କରିଥିଲା ଭାରତ..

ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ପୁନଃସ୍ଥାପନ ଦାବିରେ ଆନ୍ଦୋଳନ..  କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ଡାକରା .. ବ୍ୟାଙ୍କ, ପୋଷ୍ଟ ଅଫିସ ସମେତ ବିଭିନ୍ନ ଅଫିସ ଆଜି ବନ୍ଦ ରହିବ..

ଭବାନୀପାଟଣା: ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ଅଫିସରେ ୩୯ଲକ୍ଷ ଟଙ୍କା ହେରଫେର ଘଟଣାରେ ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆରଙ୍କ ଭିଣୋଇଙ୍କ ସମେତ ୩ ଗିରଫ..

ଯାଜପୁର: ଡୁବୁରି ନିକଟ ନିର୍ମାଣଧୀନ ପାର୍କ ପାଖ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି .  ଝୁଲନ୍ତା ମୃତଦେହ ଡୁବୁରି ଗାଁର ଜଣେ ଯୁବକଙ୍କର ହୋଇଥିବା ସୂଚନା..

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories