ଘର ଭିତରେ ପୋଡି ହୋଇ ଦମ୍ପତି ଗୁରୁତର..
ବଣାଇ କଲେଜ ପଛରେ ଭଡ଼ା ଘରେ ରହୁଥିଲେ ଦମ୍ପତି..
କିପରି ପୋଡି ହେଲେ କାରଣ ଅସ୍ପଷ୍ଟ..
ଭଦ୍ରକ : ବିବାହିତ ମହିଳାଙ୍କ ମୃତଦେହ ଠାବ ..
ମୃତ ମହିଳାଙ୍କ ଜଣଙ୍କ ଗର୍ଭବତୀ ଥିବା ନେଇ ସୂଚନା..
ଭୁବନେଶ୍ୱରରୁ କୋରାପୁଟର ଜୟପୁରକୁ ଆଜିଠାରୁ ଦ୍ୱିତୀୟ ବିମାନ ଉଡାଣ ଆରମ୍ଭ ହେବ..
ଇଣ୍ଡିଆ ୱାନ୍ ଏୟାର ସଂସ୍ଥା ପକ୍ଷରୁ ଏହି ବିମାନଚଳାଚଳ କରିବ..
‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଅଧିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କନ୍ଧମାଳ, ଅନୁଗୁଳ ଓ ଗଜପତି ଜିଲ୍ଲାରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ..



