www.samajalive.in
Saturday, December 6, 2025
26.1 C
Bhubaneswar

ପୂର୍ବାହ୍ନ ୧୧ଟା ମୁଖ୍ୟ ଖବର

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲା..

ଆଜି ଦାଖଲ ହୋଇପାରେ ଚାର୍ଜସିଟ୍‌‌..

- Advertisement -

ଝାରସୁଗୁଡା ଏସଡିଜେଏମ କୋର୍ଟରେ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ..

ପାରଳାଖେମୁଣ୍ଡି.. ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ..

କାଶୀନଗର ଥାନା ସାରା ଗାଁରେ ବୀଭତ୍ସ ହତ୍ୟାକାଣ୍ଡ..

ଚାଷ ଜମିକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ପରେ ହତ୍ୟା..

ତେଲକୋଇ : ହାତୀ ଆକ୍ରମଣରେ ମହିଳା ୱାର୍ଡ ମେମ୍ବର ମୃତ..

ତେଲକୋଇ ବନାଞ୍ଚଳ ବନବିହାରୀପୁର ନୂଅଗାଁରେ ଆତଙ୍କ..

ଆମ୍ବ ଗୋଟାଉଥିବା ବେଳେ ମହିଳାଙ୍କୁ ଦଳି ଦେଲା ହାତୀ..

ଗଛରେ ପିଟି ହେଲା ପିକଅପ୍‌‌ ଭ୍ୟାନ .. ୧୦ ରୁ ଅଧିକ ମହିଳା ଆହତ..

ଉମରକୋଟ ଗୁଲିପାଟଣା ସ୍ଥିତ ଶିବ ମନ୍ଦିରକୁ ଗଲା ବେଳେ ଦୁର୍ଘଟଣା..

ଶୀତଳ ଷଷ୍ଠୀ ପାଇଁ ବିଶମପୁରିଆସାହି, କଚିଆସାହିର ମହିଳା ଯାଉଥିଲେ..

୩୦ରୁ ଅଧିକ ମହିଳା ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟିଲା..

ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଡଙ୍ଗା ବୁଡି ଜଣେ ନିଖୋଜ, ୨ ଉଦ୍ଧାର..

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories