QNETIC – Mobile

ଦିନ ୧୧ଟା ମୁଖ୍ୟ ଖବର

ଘରୋଇ ବସ୍ ମାଲିକ ସଂଘର ଆନ୍ଦୋଳନ..

ସାରା ରାଜ୍ୟରେ ଗଡୁନି ଘରୋଇ ବସ୍..

ସରକାରଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ନମିଳିବାରୁ ଆନ୍ଦୋଳନ ଜାରି..

ଆଇସିସି କ୍ରିକେଟ ବିଶ୍ବକପ : ଆଜି ବାଙ୍ଗାଲୋରର ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା..

ନବରାତ୍ରୀର ଆଜି ଷଷ୍ଠ ଦିନ, କାତ୍ୟାୟନୀ ରୂପରେ ଚାଳିଛି ମା’ଙ୍କର ପୂଜା ଆରାଧନା..

ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆଜି ମା’ଙ୍କ ସପ୍ତମୀ ପୂଜା, ପୂଜା ମଣ୍ଡପରେ ମା’ଙ୍କ ଆବାହନ ପାଇଁ ଚାଲିଛି ଶେଷ ପ୍ରସ୍ତୁତି..

ଦୁର୍ଗାପୂଜା ପାଇଁ ଆଜି ଠାରୁ ରାଜ୍ୟର ବିଦ୍ୟାଳୟ ବନ୍ଦ ରହିବ, ଆସନ୍ତା ୨୯ ତାରିଖ ଯାଏଁ ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି..

ଆଜି ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

ଆଜିଠାରୁ ଉଚ୍ଚ ନ୍ୟାୟାଳୟରେ ଦଶହରା ଅବକାଶ, ୩୦ରେ ପୁନର୍ବାର କୋର୍ଟ ଖୋଲିବ..

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ସାହିବାବାଦ ଠାରୁ ଭାରତର ପ୍ରଥମ RAPID X ରେଳ ଚଳାଚଳର ଶୁଭାରମ୍ଭ କରିବେ..

ଭାରତ-କାନାଡା ବିବାଦ ତୀବ୍ର : ଭାରତରୁ ୪୧ ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର କଲା କାନାଡା..

Comments are closed.