ମାଟ୍ରିକ୍ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି
ଭୁବନେଶ୍ୱର : ମାଟ୍ରିକ୍ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ସହ ବିଜ୍ଞାନ ବି-ସେଟ୍ରେ ୪ ମାର୍କ କମ୍ ଥିବା ବେଳେ ସି-ସେଟ୍ରେ ମଧ୍ୟ କିଛି ତ୍ରୁଟି ରହିଛି। ଏନେଇ ଶନିବାର ବୋର୍ଡ ପକ୍ଷରୁ ସୂଚନା ମିଳିଛି। ପ୍ରଶ୍ନପତ୍ରରେ ଥିବା ତ୍ରୁଟିକୁ ବୋର୍ଡ ସଭାପତି ସ୍ୱୀକାର କରିଛନ୍ତି। ଯେପରି ପରୀକ୍ଷାର୍ଥୀଙ୍କର କ୍ଷତି ନ ହେବ ବିଚାର କରୁଛୁ ବୋଲି କହିଛନ୍ତି । ପରୀକ୍ଷା ପରିଚଳନା କମିଟି ଏନେଇ ତର୍ଜମା କରିବ ବୋଲି କହିଛନ୍ତି। ମାତ୍ର ପ୍ରଶ୍ନପତ୍ର ଭାଇରାଲ୍ କଥାକୁ … Continue reading ମାଟ୍ରିକ୍ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି
Copy and paste this URL into your WordPress site to embed
Copy and paste this code into your site to embed