ବଢୁଛି ସନ୍ଦେହ – ଜଣେ ଭୋଟର, ଦୁଇ ପ୍ରକାର ଡିଜିଟାଲ ଚିରିକୁଟି

ଡେସ୍କ: ରାଜ୍ୟରେ ଗତକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଥିବା ବେଳେ ବହୁ ଲୋକ ଭୋଟ ପରିଚୟ ପତ୍ର ଥାଇ ଭୋଟ କେନ୍ଦ୍ରକୁ ଯାଇ ମଧ୍ୟ ଭୋଟ ଦେବାରୁ ବଞ୍ଚିତ ହୋଇଥିବା ଜଣାପଡିଛି। ଏମିତି ଏକ ଘଟଣା ଜଣାପଡିଛି ଯାହା ଘଟିଛି ଭୁବନେଶ୍ୱରରେ। ସମ୍ପୃକ୍ତ ଭୋଟର ଜଣଙ୍କ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ଏପିକ ଓ ବିଜେପି ଦ୍ୱାରା ଦିଆଯାଇଥିବା ଡିଜିଟାଲ ଚିରିକୁଟି ମଧ୍ୟରେ ଥିବା ପାର୍ଥକ୍ୟ ଦର୍ଶାଇଛନ୍ତି। ମେଡିକାଲରେ ନିଆଁ, ୬ … Continue reading ବଢୁଛି ସନ୍ଦେହ – ଜଣେ ଭୋଟର, ଦୁଇ ପ୍ରକାର ଡିଜିଟାଲ ଚିରିକୁଟି