ଦିନ ୧ଟା ମୁଖ୍ୟ ଖବର

ଦକ୍ଷିଣ ନାଇଜେରିଆରେ ବଡଧରଣର ବିସ୍ଫୋରଣ : ୧୮ ମୃତ, ୧୦ ଗୁରୁତର ସୂଚନା
ଭାରସାମ୍ୟ ହରାଇ ୧୭ ଗାଡିକୁ ଧକ୍କା ଦେଇଥିଲା ତେଲ ଟ୍ୟାଙ୍କର..
ପଟ୍ଟାମୁଣ୍ଡାଇ: ଆଜିଠୁ ୩ ଦିନ ଧରି ଚାଲିବ ଡଲଫିନ୍ ଗଣନା, ରାଜନଗର ବନଖଣ୍ଡ ଧାମରାରୁ ଦେବୀ ମୁହାଣ ଯାଏଁ ଚାଲିବ ଗଣନା..
ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ଗଣନା, ମୋଟ୍ ୯ଟି ଟିମରେ ୪ ଜଣ ଲେଖାଏଁ କର୍ମଚାରୀ ନିୟୋଜିତ..
ମହାରାଷ୍ଟ୍ରରେ ପ୍ରଥମ ସନ୍ଦିଗ୍ଧ ଗୁଇଲେନ ବେୟାର ସିଂଡ୍ରୋମ(ଜିବିଏସ) ପୀଡ଼ିତଙ୍କ ମୃତ୍ୟୁ, ଚିହ୍ନଟ ହେଲେଣି ୧୦୧ ଜଣ..
ଅନୁଗୁଳ: ଘର ଭିତରେ ଦମ୍ପତ୍ତିଙ୍କ ସନ୍ଦେହଜନକ ମୃତ୍ୟୁ..
୧୪୪ ବର୍ଷ ପରେ ସରସ୍ୱତୀ ପୂଜାରେ ଦୁର୍ଲ୍ଲଭ ଯୋଗ; ଏହି ୩ ରାଶି ହେବେ ଭାଗ୍ୟବାନ୍, ମିଳିବ ଧନ, ଅତ୍ୟନ୍ତ ଶୁଭଫଳ..
ଘନ କୁହୁଡିରୁ ମିଳିବନି ନିସ୍ତାର, କାଲି ଯାଏଁ କରିବ କଲବଲ: ୨୪ ଘଣ୍ଟା ପାଇଁ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ..
ସମ୍ବଲପୁରରେ ମାନ୍ନାପୁରମ୍ ଅଫିସରେ ସୁନା ଏବଂ ଟଙ୍କା ଡକାୟତି ଘଟଣା : ମାଷ୍ଟର ମାଇଣ୍ଡ ପଲ୍ଲୁ ସିଂ ଜେଲ ଭିତରେ ଥାଇ କରାଇଥିଲା ଡକାୟତି, ରିମାଣ୍ଡରେ ଆଣିବା ପାଇଁ ବିହାର ଗଲା ସମ୍ବଲପୁର ପୁଲିସର ଏକ ଟିମ୍..
ରାଉରକେଲା ଓ ଝାରସୁଗୁଡା ସବୁଠୁ ଥଣ୍ଡା : ସର୍ବନିମ୍ନ ୮ ଡିଗ୍ରୀ ତାପମାତ୍ରା ରେକର୍ଡ..
ମୌନୀ ଅମାବାସ୍ୟାରେ ବାସ୍ ଏହି ସରଳ ଉପାୟରେ ଶାନ୍ତ ହେବେ ରାହୁ-କେତୁ; ଦୂର ହେବ ପିତୃଦୋଷ, ମିଳିବ ଧନ..
ଆସିକା: ପିକଅପ୍ ଭ୍ୟାନ୍ ଧକ୍କାରେ ଯୁବକ ମୃତ, ଆସିକା ଥାନା କେଶରାପଲ୍ଲୀ ଛକ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରୁ ଡ୍ରାଇଭର ଫେରାର୍..
ହଂସୁଆ ନଦୀରୁ ମିଳିଲା ନିଖୋଜ ଯୁବକର ମୃତଦେହ: ୪ ଦିନ ହେଲା ଥିଲେ ନିଖୋଜ..
ବାଲେଶ୍ଵର ଜିଲା ଜଳେଶ୍ଵରରେ ପିକଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ, ୨୦ ଜଣ ଆହତ, କଳସ ଶୋଭାଯାତ୍ରାରେ ଯୋଗଦେବାକୁ ଯାଉଥିଲେ ଲୋକେ, ବସ୍ତା ଏବଂ ବାଲେଶ୍ଵର ଡାକ୍ତରଖାନାରେ ଆହତଙ୍କ ଚିକିତ୍ସା ଜାରି..
ଦେଖନ୍ତୁ ଭିଡିଓ ; ରଖେ ହରି ତ ମାରେ କିଏ, ୧୩ ମହଲାରୁ ଖସିଲା ୨ ବର୍ଷର ଶିଶୁ, ଏମିତି ବଞ୍ଚିଲା ଜୀବନ
ଛତିଶଗଡ ବିଜାପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ : ପୁଲିସ୍ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା..
ଦୁଇ କୋଟି ଟଙ୍କା ପାଇଁ ଅପହରଣ, ଯୁବକଙ୍କୁ ସାପ ଦେଖାଇ ଭୟଭୀତ କରୁଥିଲେ ଅପହର୍ତ୍ତା..
Comments are closed.