www.samajalive.in
Monday, December 8, 2025
14.1 C
Bhubaneswar

ଦିନ ୧ଟା ମୁଖ୍ୟ ଖବର

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୬୫କୁ ବୃଦ୍ଧି, ବିମାନରେ ଥିବା ୨୪୧ ଯାତ୍ରୀ ମୃତ, ବିଜେ ମେଡିକାଲ କଲେଜ ହଷ୍ଟେଲର ୨୪ ଡାକ୍ତରୀ ଛାତ୍ରଙ୍କ ପ୍ରାଣହାନୀ ହୋଇଥିବା ସୂଚନା..

ଅହମ୍ମଦାବାଦ ବିମାନ ଦୁର୍ଘଟଣାର ତଦନ୍ତରେ ସହଯୋଗ କରିବ ଆମେରିକା, ଦୁର୍ଘଟଣାର କାରଣ ଖୋଜିବାରେ ଅଧିକ ଜ୍ଞାନକୌଶଳ ପ୍ରଦାନ କରିବାକୁ ଆମେରିକାର ପ୍ରସ୍ତାବ..

- Advertisement -

ଯାଜପୁରରେ ଝାଡ଼ାବାନ୍ତି ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି..

ଅତ୍ୟନ୍ତ ଦୁର୍ଲ୍ଲଭ ଯୋଗ.. ଏକାଠି ହେଲେ ଶୁକ୍ର-ଶନି ; ଏହି ରାଶିଙ୍କ ଖୋଲିବେ ବନ୍ଦ ଭାଗ୍ୟର ତାଲା, ହଠାତ୍‌ ହେବେ କୋଟିପତି..

ଆଉ ଏକ ଯୁଦ୍ଧ ଆଶଙ୍କା: ଇରାନ ଉପରେ ଏୟାରଷ୍ଟ୍ରାଇକ କଲା ଇସ୍ରାଏଲ, ଆକ୍ରମଣର କାରଣ ଅସ୍ପଷ୍ଟ, ନିଜର ସମ୍ପୃକ୍ତି ନେଇ ମନା କଲା ଆମେରିକା..

ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସରକାରୀ ଡାକ୍ତରଖାନାକୁ ଯାଇ ବିମାନ ଦୁର୍ଘଟଣାରେ ଆହତଙ୍କୁ ଭେଟି, ସାଙ୍ଗରେ ରହିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲ..

ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ଵାମୀ ସଞ୍ଜୟ କପୁରଙ୍କ ଦେହାନ୍ତ, ହୃଦଘାତ ଯୋଗୁ ୫୩ ବର୍ଷ ବୟସରେ ସଞ୍ଜୟଙ୍କ ମୃତ୍ୟୁ..

ପୁଣି ଭାଙ୍ଗିଲା ସବୁ ରେକର୍ଡ; ସୁନା ଦାମ୍‌ ଟପିଲା ଲକ୍ଷେ ଟଙ୍କା..

ପୁଣି ଭାଙ୍ଗିଲା ସବୁ ରେକର୍ଡ; ସୁନା ଦାମ୍‌ ଟପିଲା ଲକ୍ଷେ ଟଙ୍କା, ଏକାଥରେ ବଢିଲା ଏତେ

ଇସ୍ରାଏଲ ଆକ୍ରମଣରେ ଇରାନ ସେନା ମୁଖ୍ୟ ଜେନେରାଲ ବଘେରି ଓ କମାଣ୍ଡର ଇନ ଚିଫ ହୋସେନ ସାଲାମୀ ସହିତ ୨ ଆଣବିକ ବୈଜ୍ଞାନିକଙ୍କ ମୃତ୍ୟୁ..

ଇସ୍ରାଏଲ ଉପରେ ଇରାନର ପାଲଟା ଆକ୍ରମଣ, ୧୦୦ ଡ୍ରୋନ ସହାୟତାରେ କଲା ଆକ୍ରମଣ
ବଡ ଖବର, ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ..

ଅହମଦାବାଦ ବିମାନ ଦୁର୍ଘଟଣା ; ରିକ୍ସା ଚଲାଇ ଝିଅକୁ ପଢାଇଥିଲେ ପାଠ, କମ୍ପାନୀ କାମରେ ଯାଉଥିଲେ ଲଣ୍ଡନ,ହେଲେ ସବୁକିଛି ବଦଳିଗଲା

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories