ରାଜ୍ୟରେ ଆଜି ବି ତାଣ୍ଡବ ରଚିପାରେ କାଳବୈଶାଖୀ, ଆଜି ପାଇଁ ୫ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି, କେନ୍ଦୁଝର, ମୟୁରଭଞ୍ଜ, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ସତର୍କତା ଜାରି, କାଳବୈଶାଖୀ ସହ ବିଜୁଳି ଘଡଘଡି ବର୍ଷା ସମ୍ଭାବନା..
ଆଜିଠୁ ପୁଣି ଆରମ୍ଭ ହେଉଛି ଆଇପିଏଲ୍..
ବେଙ୍ଗାଲୁରୁରେ ଆରସିବି -କେକେଆର୍ ମଧ୍ୟରେ ମୁକାବିଲା, ଅପରେସନ୍ ସିନ୍ଦୂର ପାଇଁ ସ୍ଥଗିତ ଥିଲା ଟୁର୍ଣ୍ଣାମେଣ୍ଟ..
ଭୋଜି ଖାଇ ଫେରୁଥିବା ବେଳେ ରାସ୍ତାରେ ଓଲଟିଲା ବୋଲେରୋ, ୧୨ ଜଣ ଆହତ..
‘ଅପରେସନ ସିନ୍ଦୂର’- ସତ୍ୟ ମାନିଲେ ଶେହବାଜ୍ ସରିଫ୍..
ନୁରଖାନ୍ ଏୟାରବେସ୍ ସମେତ ଅନେକ ସ୍ଥାନ ଧ୍ୱଂସ ପାଇଥିବା କହିଲେ ଶେହବାଜ୍ ସରିଫ୍..
ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି..
ତପସ୍ୱିନୀ ଏକ୍ସପ୍ରେସକୁ ପଥର ମାଡ, ପୁରୀରୁ ହାଟିଆ ମଧ୍ୟରେ ଚଳାଚଳ କରୁଥିବା ଏକ୍ସପ୍ରେସକୁ ପଥର ମାଡ ହୋଇଥିବା ସୂଚନା..
ଅପରେସନ ସିନ୍ଦୂର-ପାକିସ୍ତାନର ଅସଲ ମୁଖା ଖୋଲିବ ଭାରତ, ବିଦେଶ ଯିବେ ସର୍ବଦଳୀୟ ଟିମ୍, ବିଦେଶ ଗସ୍ତ ପାଇଁ ଗଠନ ହେଲା ୭ଟି ସର୍ବଦଳୀୟ ପ୍ରତିନିଧି ଦଳ, ପ୍ରତ୍ୟେକ ଟିମର ନେତୃତ୍ୱ ନେବେ ୭ଜଣ ବରିଷ୍ଠ ସାଂସଦ
ବିଜେପିର ରବିଶଙ୍କର ପ୍ରସାଦ ଓ ବୈଜୟନ୍ତ ପଣ୍ଡା ନେବେ ନେତୃତ୍ୱ..
କଂଗ୍ରେସର ଶଶି ଥରୁର, ଜେଡିୟୁର ସଞ୍ଜୟ ଝା ନେତୃତ୍ୱ ନେବେ
ଡିଏମକେର କାନିମୋଇ କରୁଣାନିଧି ଓ ଏନସିପିର ସୁପ୍ରିୟା ସୁଲେ..
ଶିବସେନାର ଶିକାନ୍ତ ଏକନାଥ ସିନ୍ଦେ ନେତୃତ୍ୱ ନେବେ
ୟୁଏନଏସସି ସଦସ୍ୟ ରାଷ୍ଟ୍ରକୁ ମଧ୍ୟ ପ୍ରତିନିଧି ଦଳ ଗସ୍ତ କରିବେ..
ରାହୁଙ୍କ କୃପାରୁ ନିଶ୍ଚୟ ଧନୀ ହୁଅନ୍ତି ଏହି ୨ଟି ରାଶି : ହଠାତ୍ ମିଳେ ଧନ, ସୁଖମୟ, ରାଜା ଭଳି ଜୀବନ
ଚଳିତ ମାସ ଶେଷରେ ସହଯୋଗୀ ଦେଶ ଗସ୍ତ କରିବ ଟିମ୍
ଭାରତର ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ବାର୍ତ୍ତା ପହଞ୍ଚାଇବେ..
ଘଷିପୁରା: ହାଇଓ୍ବାକୁ ପିଟିଲା ମିନି ଟ୍ରକ୍ , ଦୁଇ ଗୁରୁତର..
ବିସ୍କୁଟ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
କଟକ ଜଗତପୁର ସ୍ଥିତ ଏକ ବିସ୍କୁଟ କାରଖାନାରେ ଅଗ୍ନିକାଣ୍ଡ
ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛନ୍ତି..
ମେ’ ୧୮କୁ କାହିଁକି ଭୟ କରୁଛି ପାକିସ୍ତାନ; ଟ୍ରେଲର ପରେ ବାକି ଅଛି ଫିଲ୍ମ, ଭାଙ୍ଗିବ କି ଅସ୍ତ୍ରବିରତି?
ପୁଣି ତେଜିଲା ଇସ୍କନର ଅଦିନିଆ ରଥଯାତ୍ରା ବିବାଦ: କାଲି ଲଣ୍ଡନରେ ହେବାକୁ ଥିବା ରଥଯାତ୍ରାକୁ ନେଇ ତୀବ୍ର ଅସନ୍ତୋଷ..
ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଦାବି କଲେ ସେବାୟତ..



