www.samajalive.in
Tuesday, December 9, 2025
26.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ.. ମାଲକାନଗିରି, ଗଜପତି, କୋରାପୁଟ ଛୁଇଁଲା ମୌସୁମୀ..

ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା..

- Advertisement -

ନୂଆଦିଲ୍ଲୀ: ଆଜି ଦେଖିବାକୁ ମିଳିବ ବିରଳ ମହାଜାଗତିକ ଦୃଶ୍ୟ  ..

ଚନ୍ଦ୍ରର ଅତି ନିକଟତର ହେବେ ଶୁକ୍ର ଓ ମଙ୍ଗଳ ..

ରାତି ୭ରୁ ୮ଟା ଯାଏ ଦୃଶ୍ୟମାନ ହେବ ବୋଲି ସୂଚନା ମିଳିଛି..

ଭଦ୍ରକର ପୂର୍ବତନ ଡିଏସ୍‌ଡବ୍ଲୁଓ ଜୟନ୍ତୀ ବେହେରାଙ୍କର ମାଳ ମାଳ କୋଠା ..

ବାଲେଶ୍ବରରେ ୨ଟି ୩ ମହଲା ଘର.. ଭୁବନେଶ୍ବର ଗୌତମ ନଗରରେ ଫ୍ଲାଟ୍‌ ସମେତ ଅନେକ ଜାଗାରେ ପ୍ଲଟ..

ସମ୍ବଲପୁର : ଧନୁପାଲିର ଏକ ମଲରେ ଜିଏସ୍‌ଟି ଓ ଭିଜିଲାନ୍ସ ଚଢ଼ାଉ..

ଟିକସ ଫାଙ୍କିବା ଅଭିଯୋଗରେ ଚଢ଼ାଉ ଚାଲିଥିବା ସୂଚନା..

ପୁରୀ : ଶ୍ରୀମନ୍ଦିରରେ ଏଏସଆଇ ଟିମ୍..

ଏଥିରେ ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ଓ ପୂର୍ତ୍ତ ବିଭାଗ ଟିମ୍‌, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଉନ୍ନୟନ ପ୍ରଶାସକ ସାମିଲ..

ବାହାନଗା:  ବାହାନଗା ପଞ୍ଚାୟତ ହେବ ମଡେଲ ପଞ୍ଚାୟତ..

ଏଥିସହ ବାହାନଗା ସ୍କୁଲର ରୂପାନ୍ତରଣ ପାଇଁ ଖର୍ଚ୍ଚ ହେବ ଅଢେଇ କୋଟି ଟଙ୍କା..

ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅର୍ଥ ମଞ୍ଜୁରୀ ଦେଇଛନ୍ତି..

ବିହାର : କୋୱିନ ଆପରୁ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍‌ ଘଟଣାରେ ୨ ଗିରଫ..

ଝାରସୁଗୁଡ଼ା : ଝାମ୍ପିନେଲେ ୧.୮୩ ଲକ୍ଷ : ୧.୮୩ ଲକ୍ଷ ଟଙ୍କା ଧରି ସ୍କୁଟିରେ ଯାଉଥିଲେ ପୂର୍ବତନ ସେନା ଅଧିକାରୀ..

 

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories