ହାଥରସରେ ଏଯାଏଁ ୧୨୧ ମୃତ ; ଏଥିପାଇଁ ଘଟିଥିଲା ଅଘଟଣ, ଚାଲିଗଲା ଗୋଟିଏ ପରେ ଗୋଟିଏ ଜୀବନ..

ନୂଆଦିଲ୍ଲୀ : ହାଥରସରେ ସତସଙ୍ଗ୍ ରେ ଦଳାଚକଟାରେ ଏଯାଏଁ ୧୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ସଂଖ୍ୟାରେ ଲୋକେ ଏଣେତେଣେ ଦୌଡି ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ବର୍ତ୍ତମାନ ମାମଲା ରୁଜୁ କରାଯାଇଛି। ମାମଲା ରୁଜୁ ହେବା ପରେ ଘଟଣା ସହ ଜଡିତ ଅନେକ ତଥ୍ୟ ସାମ୍ନାକୁ ଆସିଛି। ମାମଲାର ଯାଞ୍ଚ ସହ ଜଡିତ ଅଧିକାରୀଙ୍କ ଅନୁସାରେ ବାବାଙ୍କ ପାଦ ସ୍ପର୍ଶ ପାଇଁ … Continue reading ହାଥରସରେ ଏଯାଏଁ ୧୨୧ ମୃତ ; ଏଥିପାଇଁ ଘଟିଥିଲା ଅଘଟଣ, ଚାଲିଗଲା ଗୋଟିଏ ପରେ ଗୋଟିଏ ଜୀବନ..