QNETIC – Mobile

ମାଓବାଦୀ ଲିଙ୍କରେ ୨ ଗିରଫ

0

 

ମୋହନା: ମାଓବାଦୀଙ୍କ ସହ ସଂପୃକ୍ତି ଥିବା ସନ୍ଦେହରେ ଦୁଇ ଜଣ ଗ୍ରାମବାସୀଙ୍କୁ ପୁଲିସ ଗିରଫ କରିଛି । ସେମାନେ ହେଲେ ବିରିକୋଟ ଗାଁର ରଘୁ ନାୟକ ଓ ବରୁଡୁ ଗାଁର ପୀତର ନାୟକ । ଉଭୟଙ୍କୁ ଅଡବା ପୁଲିସ ଗାଁରୁ ଗିରଫ କରିଛି ।  ସେମାନେ ୨୦୦୮ ମସିହାରୁ ଫେରାର ଥିଲେ ।

Leave A Reply