ପରିବେଶ ସୁରକ୍ଷା ପାଇଁ ଚାରା ରୋପଣ

ବୌଦ୍ଧ : ବୁଟୁପାଲି ସ୍ଥିତ ଜାନକୀ ଭିକାରୀ ହାଇସ୍କୁଲ ଠାରେ ପ୍ରଜାପିତା ବ୍ରହ୍ମକୁମାରୀ ବିଦ୍ୟାଳୟରେ ପରିବେଶ ସୁରକ୍ଷା ପାଇଁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ମେହେରଙ୍କ ସଭାପତିତ୍ୱ ସଭାରେ ବୌଦ୍ଧ କେନ୍ଦ୍ର ସଞ୍ଚାଳିକା ବିକେ ମାମିନା ଭଉଣୀ ଆଧ୍ୟାତ୍ମିକ ଜ୍ଞାନ ନିଜକୁ ଶୃଙ୍ଖଳିତ ଓ ଗୁଣଵାନ କରିବା ସହିତ ପରିବେଶ ସୁରକ୍ଷାରେ କିପରି ଆଗ୍ରହ ସୃଷ୍ଟି କରିଥାଏ ତାହା ବର୍ଣ୍ଣନା କରିଥିଲେ। ବିକେ ସ୍ନେହଲତା, ସରୋଜ, କେତନ ଭାଇ ଚାରା ରୋପଣର ମହତ୍ୱ ସମ୍ଭନ୍ଧରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଚାରା ରୋପଣ କରାଯାଇଥିଲା।
Comments are closed.