OMC 1 banner

କନିକା ଆଶ୍ବସ୍ତ: ୫ମ ରିପୋର୍ଟ ନେଗେଟିଭ

ନୂଆଦିଲ୍ଲୀ: ବେବିଡ଼ଲ୍ ଗାୟିକା କନିକା କପୁର ଏବେ କିଞ୍ଚିତ୍ ଆଶ୍ବସ୍ତ। ତାଙ୍କର ୫ମ ପରୀକ୍ଷା ରିପୋର୍ଟରେ କରୋନାର ଲକ୍ଷଣ ନ ଥିବା ଜଣାପଡ଼ିଛି । ତେବେ କନିକା ଏବେ ବି ଡ଼ାକ୍ତରଖାନାରେ ଅଛନ୍ତି, ଯେ ପର୍ଯ୍ୟନ୍ତ ଷଷ୍ଠ ପରୀକ୍ଷା ରିପୋର୍ଟ ନେଗେଟିଭ୍ ନ ଆସିଛି ସେ ପର୍ଯ୍ୟନ୍ତ ତାଙ୍କୁ ଡ଼ାକ୍ତରଖାନାରୁ ମୁକ୍ତି ମିଳିବାର ସମ୍ଭାବନା ନାହିଁ । କନିକା ଏବେ ଲକ୍ଷ୍ନୌର ପିଜିଆଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Comments are closed.