QNETIC – Mobile

ଇସ୍ତଫା ଦେଲେ ଭେଙ୍କଟେସ ପ୍ରସାଦ

0

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ପେସ୍‌ ବୋଲର ତଥା ସମ୍ପ୍ରତି ଜାତୀୟ ଜୁନିୟର ଖେଳାଳି ମନୋନୟନ କମିଟି ଅଧ୍ୟକ୍ଷ ଭେଙ୍କଟେସ ପ୍ରସାଦ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରସାଦ ଏହି ପଦରେ ୩୦ ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି। ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପ ଟାଇଟଲ ଭାରତ ହାସଲ କରିବାର ମାସେ ମଧ୍ୟରେ ପ୍ରସାଦ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ବ୍ୟକ୍ତିଗତ କାରଣରୁ ପ୍ରସାଦ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା କୁହାଯାଇଛି।

Leave A Reply