ପଥୁରି ବା ଗାଲବ୍ଲାଡର ଷ୍ଟୋନର ଘରୋଇ ଉପଚାର

.

Published On: Aug 13, 2017 01:35 PM IST |   1363

ଆଜିକାଲି ସମୟରେ ପଥୁରି ରୋଗ କାରଣରୁ ଏକାଧିକ ଥର ଅପରେସନ୍ ହେବା ସହ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ଚିକିତ୍ସା ବିଜ୍ଞାନରେ ବର୍ଣ୍ଣିତ କେତେକ ଘରୋଇ ଚିକିତ୍ସା ଏହି ସମସ୍ୟାରୁ ମୁକ୍ତି ଦେଇପାରେ। ପିଆଜରେ ଭିଟାମିନ୍ ସି ଓ ପୋଟାସିୟମ୍ ପୋଷକତତ୍ତ୍ବ ରହିଛି। ଦୈନିକ ୨-୩ଚାମଚ ପିଆଜରସ ପିଇବା ଏହି ରୋଗ ପାଇଁ ଉପକାରୀ। ୧ ଗିଲାସ ଘୋଳ ଦହି ନିୟମିତ ପିଇଲେ  ପଥୁରି ଛୋଟଛୋଟ ଖଣ୍ଡ ହୋଇ ନିର୍ଗତ ହୁଏ। ଘିକୁଆଁରୀରେ ଭିଟାମିନ୍ ବି-୬ ଓ ପୋଟାସିୟମ୍ ଥିବାରୁ ଏହା ମଧ୍ୟ ପଥୁରି ରୋଗରୁ ରକ୍ଷା କରେ। ୧କପ୍ ନଖ ଉଷୁମ କୋଳଥସିଝା ପାଣି ପିଇଲେ ପଥୁରୀ ରୋଗ ସମସ୍ୟା ସମାଧାନ ହୋଇଥାଏ।

ଡାକ୍ତର ମୃଗାଙ୍କଶେଖର ମିଶ୍ର

ବାରିପଦା

Tags:

Like Us

Breaking News

ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ ନୀତି କୋଇଲା ଦୁର୍ନୀତି ଅଭିଯୋଗରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୪ ଜଣଙ୍କୁ କାରାଦଣ୍ଡାଦେଶ ଭୁବନେଶ୍ବର: ୧୭ତମ ଫେଡେରସନ୍ କପ୍ କରାଟେ ପ୍ରତିଯୋଗୀତା ଆରମ୍ଭ ଅନୁଗୁଳ: ଖମାର ରେଞ୍ଜ ନିକଟବର୍ତ୍ତି ଅଞ୍ଚଳରେ ହାତୀ ଆକ୍ରମଣରେ ମହିଳା ମୃତ