ସୁଟିଂ ସମୟରେ ବିଗ ବି ଅମିତାଭ ବଚ୍ଚନ ଆହତ

.

Published On: Aug 13, 2017 01:20 PM IST |   926

ନୂଆଦିଲ୍ଲୀ: ବଲିଉଡ ଚଳଚ୍ଚିତ ‘ଥଗ୍ସ ଅଫ ହିନ୍ଦୁସ୍ଥାନ’ର ସୁଟିଂ ସମୟରେ ଅଭିନେତା ଅମିତାଭ ବଚ୍ଚନ ଆହତ ହୋଇଛନ୍ତି । ବଲିଉଡ୍‌ ଡଟ୍‌ କମ୍‌ର ରିପୋର୍ଟ ଅନୁଯାୟୀ ଅମିତାଭଙ୍କ ପଞ୍ଜରାହାଡ ଭାଙ୍ଗିଛି । ପଞ୍ଜରାହାଡ ଭାଙ୍ଗିବା ସତ୍ତ୍ୱେ ଅମିତାଭ ତାଙ୍କର ସୁଟିଂ ଜାରି ରଖିଥିଲେ । ବିଜୟ କୃଷ୍ଣ ଆଚାର୍ଯ୍ୟଙ୍କ ନିର୍ଦେଶିତ ଚଳଚ୍ଚିତ୍ର ୨୦୧୮ ଦୀପାବଳିରେ ମୁକ୍ତି ଲାଭ କରିବ ।

 

Tags:

Like Us

Breaking News

ପ୍ରଥମ ଏକଦିବସୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୨୮୧ରନର ବିଜୟ ଲକ୍ଷ୍ୟ ଦେଲା ଭାରତ , କୋହଲିଙ୍କ ଦମଦାର ପ୍ରଦର୍ଶନ, ୧୨୧ ରନ କଲେ କୋହଲି କଟକ: ୬୦୦ ଦେଶୀ ମଦ ବୋତଲ ଉଦ୍ଧାର, ୪ ଗିରଫ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଫୁଟବଲ, ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ମାଲି , କ୍ୱାର୍ଟରଫାଇନାଲରେ ମାଲି ୨-୧ରେ ଘାନାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଏସିଆ କପ୍‌ ହକି ଫାଇନାଲରେ ଭାରତ, ପାକିସ୍ତାନକୁ ୪-୦ ଗୋଲରେ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି ।