ଜନ୍ମାଷ୍ଟମିରେ କରନ୍ତୁ ଏହି ଉପାୟ ମିଳିବ ସନ୍ତାନ ସୁଖ ବନିବେ ଧନଶାଳୀ

ଜନ୍ମାଷ୍ଟମିରେ କରନ୍ତୁ ଏହି ଉପାୟ ମିଳିବ ସନ୍ତାନ ସୁଖ ବନିବେ ଧନଶାଳୀ

Copy Editor | Published On: Aug 13, 2017 02:44 AM IST |   2680

ଜନ୍ମାଷ୍ଟମିରେ କରନ୍ତୁ ଏହି ଉପାୟ ମିଳିବ ସନ୍ତାନ ସୁଖ ବନିବେ ଧନଶାଳୀ

ଯଦି ଆପଣ ଆର୍ଥିକ ସମସ୍ୟା ଦେଇ ଗତିକରୁଛନ୍ତି କିମ୍ବା ବିବାହରେ ବିଳମ୍ବ ଘଟୁଛି ତଥା ସନ୍ତାନ ହୀନତାର ଦୁଃଖ ଭୋଗୁଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ ଜନ୍ମାଷ୍ଟମି କରିବାଦ୍ୱାରା ଏସବୁ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ । ଆସନ୍ତୁ ଜାଣିବା ପବିତ୍ର ଜନ୍ମାଷ୍ଟମି ରେ କିପରି ଆରାଧନା କରିବେ ଭଗବାନ କୃଷ୍ଣଙ୍କୁ ...

 

ସନ୍ତାନ ପ୍ରାପ୍ତି ପାଇଁ ...

ଭଗବାନ କୃଷ୍ଣଙ୍କୁ ପଞ୍ଚାମୃତରେ ଅଭିଷେକ କରାନ୍ତୁ । ଏହାପରେ ଭଗବାନ କୃଷ୍ଣଙ୍କ ପାଖରେ ଘିଅ ଦୀପ ଜଳାଇବା ସହ ସନ୍ତାନ ଗୋପାଳ ମନ୍ତ୍ର - ‘ଓଁ କ୍ଲୀଂ ଦେବକୀ ସୁତ ଗୋବିନ୍ଦ ବାସୁଦେବ ଜଗତପତେ , ଦେହି ମେ ତନୟଂ କୃଷ୍ଣ ତ୍ୱାମହଂ ଶରଣଂ ଗତା’ ମନ୍ତ୍ରର ଜପ କରନ୍ତୁ ।

 

ଶୀଘ୍ର ବିବାହ ପାଇଁ ...

ଭଗବାନ ଶ୍ରୀକୃଷ୍ଣଙ୍କୁ ସୁଗନ୍ଧିତ ଜଳ ଅର୍ପଣ କରନ୍ତୁ । ଏହାପରେ ତାଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ ।ପରେ ‘ଗୋକୂଳ ନାଥାୟ ନମଃ ’ମନ୍ତ୍ରର ଜପ କରନ୍ତୁ ।

 

ସୁଖ ବୈବାହିକ ଜୀବନ ପାଇଁ ...

ଭଗବାନ କୃଷ୍ଣଙ୍କୁ କ୍ଷୀରରେ ଅଭିଷେକ କରନ୍ତୁ । ଏହାପରେ ‘କ୍ଲୀଂ ଗ୍ଲୋୗଂ କ୍ଲୀଂ ଶ୍ୟାମଳାଗ୍ନାୟ ନମଃ’ ମନ୍ତ୍ରର ଜପ କରନ୍ତୁ ଓ ପୂଜା ହୋଇଥିବା କ୍ଷୀରକୁ ପ୍ରସାଦ ରୁପେ ଗ୍ରହଣ କରନ୍ତୁ ।

 

ଧନ ପ୍ରାପ୍ତି ପାଇଁ ...

ଭଗବାନ କୃଷ୍ଣଙ୍କୁ ବସ୍ତ୍ର  ଅର୍ପଣ କରନ୍ତୁ । ଏହାପରେ ମାଖନ, ମିଶ୍ରି ଓ ତୁଳସୀ ଦଳ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରନ୍ତୁ । ପରିଶେଷରେ ‘ଲୀଲା ଦଣ୍ଡ ଗୋପିଜନସଂଶକ୍ତଦୋର୍ଦଣ୍ଡ ବାଳରୁପ ମେଘଶ୍ୟାମ ଭଗବାନ ବିଷ୍ଣୋ ସ୍ୱାହା ’ ମନ୍ତ୍ର ଜପ କରନ୍ତୁ ।

 

 

 

 

 

 

 

 

 

 

 

Tags:

Related News

ବିଗ୍‌ ନିଉଜ

Like Us

ଏଣ୍ଟରଟେନମେଣ୍ଟ

Breaking News

କଟକ:ନରାଜ ବ୍ରିଜରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଓଡ୍ରାଫ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି, ଘଟଣାସ୍ଥଳରୁ ମହିଳାଙ୍କ ସ୍କୁଟି ଓ ଡ୍ରାଇଭିଂ ଲାଇସେନ୍ସ ମିଳିଲା | ଉତ୍ତରପ୍ରଦେଶ: ମୁଜାଫରନଗର ଖତୌଳୀରେ ଟ୍ରେନ ଦୁର୍ଘଟଣା, ଟ୍ରାକରୁ ଖସିଲା ଟ୍ରେନର ୬ଟି ବଗି | ଆଇଓସିଏଲ ବିବାଦର ଅନ୍ତ , ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | କଟକ: ଯୋବ୍ରା ସାରଲା ମନ୍ଦିରରୁ ହୁଣ୍ଡି ବକ୍ସ ଲୁଟ୍ | କ୍ରାଇମବ୍ରାଞ୍ଚ ଜାଲରେ ଦୁଇ ରାଇସ୍ ମିଲ୍ ମାଲିକ, ୪କୋଟି ଟଙ୍କାର ଚାଉଳ ହେରଫେର ମାମଲାରେ ଗିରଫ | ମାଲକାନଗିରି: ଲଗାଣ ବର୍ଷା ଯୋଗୁଁ ବାଲିମେଳା-ମାଲକାନଗିରି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ, ନିକଟରେ ଥିବା ଏକ ପୋଲ ଉପରେ ୪ ଫୁଟ୍‌ ଉପରେ ଚାଲୁଛି ପାଣି | ଖୋର୍ଦ୍ଧା: ଜଙ୍କିଆ ଥାନା ସିକୋ ଗାଁରେ ବିସ୍ଫୋରଣ, ୨ ମୃତ ଓ୨ ଗୁରୁତର | ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । |