ପାକିସ୍ଥାନରେ ବୋମା ବିସ୍ଫୋରଣ; ୧୭ ମୃତ,୨୦ରୁ ଉଦ୍ଧ୍ୱ ଆହତ

ପାକିସ୍ଥାନରେ ବୋମା ବିସ୍ଫୋରଣ; ୧୭ ମୃତ,୨୦ରୁ ଉଦ୍ଧ୍ୱ ଆହତ

| Published On: Aug 13, 2017 02:05 AM IST | Updated On: Aug 12, 2017 04:36 PM IST |   394

କରାଚି: ପାକିସ୍ଥାନର କ୍ୱେଟା ସହରରେ ଶନିବାର ଘଟିଥିବା ଏକ ବୋମା ବିସ୍ଫୋରଣରେ ୧୭ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଉଦ୍ଧ୍ୱ ଲୋକ ଆହତ ହୋଇଛନ୍ତି । ଏହି ବିସ୍ଫୋରଣ ପିସିନ ବସଷ୍ଟପ ନିକଟରେ ଥିବା ଏକ ପାର୍କିଂରେ ଘଟିଥିବାର ସୂଚନା ମିଳିଛି । ପାକିସ୍ଥାନ ଗଣମାଧ୍ୟମର ସୂଚନା ଅନୁଯାୟୀ ଏହି ବିସ୍ଫୋରଣ ପାକିସ୍ଥାନ ସେନାକୁ ଟାର୍ଗେଟ ରଖି କରାଯାଇଥିଲା ।

ବେଲୁଚିସ୍ଥାନର ଗୃହମନ୍ତ୍ରୀ ମିର ସରଫରାଜ ବୁଗତିଙ୍କ କହିବା ଅନୁସାରେ  ଏହା ଏକ ବଡ ବିସ୍ଫୋରଣ ଥିବାବେଳେ , ବସଷ୍ଟପ ନିକଟରେ ଥିବା ଏକ ଗାଡିରେ ବମ ରଖି ବିସ୍ଫୋରଣ ଘଟାଯାଇଥିଲା ।

 

Tags:

Like Us

Breaking News

ପ୍ରଥମ ଏକଦିବସୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୨୮୧ରନର ବିଜୟ ଲକ୍ଷ୍ୟ ଦେଲା ଭାରତ , କୋହଲିଙ୍କ ଦମଦାର ପ୍ରଦର୍ଶନ, ୧୨୧ ରନ କଲେ କୋହଲି କଟକ: ୬୦୦ ଦେଶୀ ମଦ ବୋତଲ ଉଦ୍ଧାର, ୪ ଗିରଫ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଫୁଟବଲ, ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ମାଲି , କ୍ୱାର୍ଟରଫାଇନାଲରେ ମାଲି ୨-୧ରେ ଘାନାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଏସିଆ କପ୍‌ ହକି ଫାଇନାଲରେ ଭାରତ, ପାକିସ୍ତାନକୁ ୪-୦ ଗୋଲରେ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି ।