ଜେଲରେ ୧୭ଦିନର ଉପବାସ ଭଙ୍ଗ କଲେ ମେଧା ପାଟକର

ଜେଲରେ ୧୭ଦିନର ଉପବାସ ଭଙ୍ଗ କଲେ ମେଧା ପାଟକର

| Published On: Aug 13, 2017 12:48 AM IST |   182

ଧାର:ନର୍ମଦା ନଦୀ ଉପରେ ଥିବା ସରଦାର ସରୋବର ଡ୍ୟାମର ଉଚ୍ଚତା ବୃଦ୍ଧି ଦ୍ୱାରା ଗ୍ରାମବାସୀ ମାନଙ୍କ ହେଉଥିବା କ୍ଷତି ବିରୋଧରେ ଲଢୁଥିବା ତଥା ନର୍ମଦା ବଞ୍ଚାଓ ଆନେ୍ଦାଳନର ମୁଖ୍ୟ ମେଧା ପାଟକର ଶନିବାର ଧାର ଜେଲରେ ନିଜର ଅନଶନ ଭଙ୍ଗ କରିଛନ୍ତି । ବିଭିନ୍ନ ସଂଗଂନର ଅନୁରୋଧ କ୍ରମେ ମେଧା ଆଜି ତାଙ୍କର ୧୭ଦିନ ଧରି ଚାଲୁଥିବା ଅନଶନକୁ ଭାଙ୍ଗିଛନ୍ତି । ତେବେ ବର୍ତ୍ତମାନ ସେ ଜେଲରେ ରହିବା ସହ ଆସନ୍ତା ଅଗଷ୍ଟ ୧୭ରେ ନ୍ୟାୟାଳୟ ପକ୍ଷରୁ  ଏହି  ମାମଲାର ଶୁଣାଣି ହେବାର  ରହିଛିି ।ପୂର୍ବ ବିଧାୟକ  ଡ. ସୁନିଲମଙ୍କ କହିବା ଅନୁଯାୟୀ ବିଭିନ୍ନ ସଂଗଠନର ପ୍ରାୟ ୧୫ଜଣ ସଦସ୍ୟ ଦାର ଜେଲରେ ଗତ ୩ଦିନ ଧରି ବନ୍ଦ ଥିବା ମେଧାଙ୍କୁ ଭେଟିବା ସହ ତାଙ୍କୁ ଅନଶନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ । 

Tags:

Like Us

Breaking News

ସୁୂର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ବନ୍ଦ ଡାକରା ସମୟରେ ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ଅବପାତ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ଲାଗି ରହିବ ବର୍ଷାର ପ୍ରଭାବ ବାଲେଶ୍ୱର ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି