ମିଶ୍ରରେ ଟ୍ରେନ ଦୁର୍ଘଟଣା : ୪୧ମୃତ, ୧୮୦ଆହତ

ମିଶ୍ରରେ ଟ୍ରେନ ଦୁର୍ଘଟଣା : ୪୧ମୃତ, ୧୮୦ଆହତ

| Published On: Aug 12, 2017 11:43 PM IST | Updated On: Aug 12, 2017 02:15 PM IST |   199

କାହିରା:ମିଶ୍ରର ଆଲେକଜାଣ୍ଡ୍ରିଆ ସହରରେ ଶୁକ୍ରବାର ଦୁଇଟି ଟ୍ରେନ ପରସ୍ପର ସହ ଧକ୍କା ଲାଗିବା ଫଳରେ ୪୧ଜଣଙ୍କ ମୃତ୍ୟୁ ଘଟିବା ସହ ୧୮୦ଜଣ ଆହତ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ  ମିଶ୍ରର ରାଜଧାନୀ କାହିରାଠୁ  ଆଲେକଜାଣ୍ଡ୍ରିଆ ଯାଉଥିବା ଟ୍ରେନଟି ପୋର୍ଟ ସଇଦ ଆଡୁ ଆସୁଥିବା ଟ୍ରେନଟିକୁ ପଛପଟୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଏହି ଦୁର୍ଘଟଣାରେ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 

 

Tags:

Like Us

Breaking News

ପ୍ରଥମ ଏକଦିବସୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୨୮୧ରନର ବିଜୟ ଲକ୍ଷ୍ୟ ଦେଲା ଭାରତ , କୋହଲିଙ୍କ ଦମଦାର ପ୍ରଦର୍ଶନ, ୧୨୧ ରନ କଲେ କୋହଲି କଟକ: ୬୦୦ ଦେଶୀ ମଦ ବୋତଲ ଉଦ୍ଧାର, ୪ ଗିରଫ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଫୁଟବଲ, ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ମାଲି , କ୍ୱାର୍ଟରଫାଇନାଲରେ ମାଲି ୨-୧ରେ ଘାନାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଏସିଆ କପ୍‌ ହକି ଫାଇନାଲରେ ଭାରତ, ପାକିସ୍ତାନକୁ ୪-୦ ଗୋଲରେ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି ।